ଏଇ ଗୁମ୍ଫାରେ ରହିଛି ଗଣେଷଙ୍କ କଟାମୁଣ୍ଡ
"ଭଗବାନ ଗଣେଶଙ୍କୁ ନେଇ ଅନେକ ପୌରାଣିକ କାହାଣୀ ରହିଛି।
ତାଙ୍କ ଜନ୍ମଠାରୁ ଆରମ୍ଭ କରି ହାତୀ ମୁଣ୍ଡ ପାଇବା ପର୍ଯ୍ୟନ୍ତ ପ୍ରତିଟି କାହାଣୀ ରହସ୍ୟ ଓ ଆସ୍ଥାରେ ଭରପୂର।
କିନ୍ତୁ ଏହାରି ଭିତରେ ଲୁଚିରହିଛି ଅନେକ କଥା।
ଯାହା ଆଜି ବି ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥାଏ।
କୁହାଯାଏ ଭଗବାନ ଶିବଙ୍କ ଦ୍ୱାରା ଅଲଗା ହୋଇଥିବା ଗଣେଶଙ୍କ ମାନବ ମୁଣ୍ଡ ଏବେ ବି ଏକ ରହସ୍ୟମୟ ଗୁମ୍ଫାରେ ରହିଛି !Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।