Flood-Hit Asika Struggles to Recover: ବନ୍ୟାରେ ଧ୍ୱଂସ ବିଧ୍ୱଂସ ସହର, ଧୀରେ ଧୀରେ ଅଣ୍ଟା ଭିଡୁଛି ଆସିକା
ବନ୍ୟାରେ ଧ୍ୱଂସ ବିଧ୍ୱଂସ ଗଞ୍ଜାମ ଜିଲ୍ଲାର ଆସିକା ସହର।
ଘରେ ପାଣି ପଶିବା ଫଳରେ ଚୁଳି ଚାଉଳ ସବୁଯାଇଛି।
ଏଭଳି ସ୍ଥିତିରେ ବ୍ୟବସାୟ କଥା କହିଲେ ନସରେ।
ଦୋକାନରେ ପାଣି ପଶି ବ୍ୟବସାୟ ମଧ୍ୟ ମାନ୍ଦା।
Advertisment ବନ୍ୟାର ପ୍ରକୋପ ଧୀରେ ଧୀରେ କମୁଥିବା ବେଳେ ଅଣ୍ଟା ଭିଡୁଛି ଆସିକା।
ଏହି ସମୟରେ ଲୋକଙ୍କ ପାଖକୁ ଯାଉଛନ୍ତି ନେତା ଓ ବଦାନ୍ୟ ବ୍ୟକ୍ତି।
ଆଜି ଆସିକା ବନ୍ୟା ପ୍ରଭାବିତଙ୍କୁ ଭେଟି ଆଲୋଚନା କରିଛନ୍ତି CPI ଦଳର ଜାତୀୟସ୍ତରର ନେତା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।