Ganesh Chaturthi: ଆଜି ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଗାଁଠୁ ସହର ଚଳଚଞ୍ଚଳ
ଗଣେଶ ପୂଜା ପାଇଁ ଉତ୍ସବ ମୁଖର ଚତୁର୍ଦିଗ। ଗଣେଶ ଚତୁର୍ଥୀରେ କମ୍ପୁଛି ପରିବେଶ। ବିଘ୍ନ ବିନାଶକଙ୍କ ପୂଜା ପାଇଁ କେତେ ଆୟୋଜନ କେତେ ଯୋଜନା। ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଆଜି ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ପୂଜାକୁ ନେଇ ସବୁଠାରୁ ବେଶୀ ଉତ୍ସାହିତ ଛାତ୍ରଛାତ୍ରୀ। ସେମାନଙ୍କ ଭିତରେ ନାହଁ ନଥିବା ଆଗ୍ରହ।
ସେପଟେ ସ୍କୁଲ ଓ ସମସ୍ତ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଇଁ ବିଶେଷ ଆୟୋଜନ ହୋଇଛି। ସହର ଓ ବଜାରଗୁଡ଼ିକରେ ଚାଲିଛି ତୋରଣର ଭବ୍ୟତା ଓ ଥିମରେ ପ୍ରତିଯୋଗିତା। ବିଭିନ୍ନ ପ୍ରକାର ମୂର୍ତ୍ତିର ଆକର୍ଷଣ ଓ ତୋରଣର ସୁନ୍ଦରତା ଓ ଲାଇଟ୍ ସାଉଣ୍ଡ ଆଦିର ପ୍ରତିଯୋଗିତା ଦେଖିବାକୁ ମିଳିଛି।...
ପୂଜାକୁ ନେଇ ସବୁଠାରୁ ବେଶୀ ଉତ୍ସାହିତ ଛାତ୍ରଛାତ୍ରୀ
ମଣ୍ଡପରେ ଶୋଭା ପାଉଛନ୍ତି ବିଭିନ୍ନ ଡିଜାଇନର ଗଜାନନଙ୍କ ମୂର୍ତ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।