Gold-Silver Price Hike: ସୁନା, ରୁପା ଦର ବଢ଼ିଲା
"ଭୁବନେଶ୍ବର: ଶୁକ୍ରବାର ସୁନା ଓ ରୁପା ଦରରେ ବୃଦ୍ଧି ହୋଇଥିଲା।
ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମକୁ ୧୪୫୦ ଟଙ୍କା ବୃଦ୍ଧି ପାଇ ୧,୪୧,୫୫୦ ଟଙ୍କା ହୋଇଥିଲା।
ସେହି ସମୟରେ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମକୁ ୧୫୮୦ ଟଙ୍କା ବଢ଼ି ୧,୫୪,୪୨୦ ଟଙ୍କା ହୋଇଥିଲା।
Advertisment ବହୁଦିନର ବ୍ୟବଧାନ ପରେ ମହଙ୍ଗା ହୋଇଛି ରୁପା ରୁପାର କିଲୋପିଛା ଦର ମଧ୍ୟ ୫୦୦୦ ଟଙ୍କା ମହଙ୍ଗା ହୋଇ ୨,୫୫,୦୦୦ ଟଙ୍କାରେ ପହଞ୍ଚିଥିଲା।
ବହୁଦିନର ବ୍ୟବଧାନ ପରେ ରୁପା ମହଙ୍ଗା ହୋଇଛି।
ସେପ୍ଟେମ୍ବର ୧ରେ ରୁପା କେଜି ୨,୫୦,୦୦୦ ଟଙ୍କା ଥିଲା।
JSW Motors: ଭାରତୀୟ ବଜାରକୁ ଆସୁଛି ଜେଏସଡବ୍ଲ୍ୟୁର iCaur V23: ଥରେ ଚାର୍ଜରେ ଚାଲିବ ୪୫୦ କିଲୋମିଟରରୁ ଅଧିକ ବାଟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।