Half Burnt Youth Body: ଭୁବନେଶ୍ୱରରେ ଚାଞ୍ଚଲ୍ୟ! କେଳୁଚରଣ ପାର୍କ ନିକଟରୁ ଯୁବକଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର
ଭୁବନେଶ୍ୱର କେଳୁ ଚରଣ ପାର୍କ ନିକଟରୁ ମିଳିଛି ଯୁବକଙ୍କ ଅଧାପୋଡ଼ା ମୃତଦେହ।
ମଞ୍ଚେଶ୍ୱର ଥାନା କେଳୁ ଚରଣ ପାର୍କ ନିକଟରୁ ମୃତଦେହ ଉଦ୍ଧାର ହୋଇଛି।
ମୃତଦେହ ସାରା ପୋଡ଼ା ଚିହ୍ନ, ପିନ୍ଧିଥିବା ସାର୍ଟ ମଧ୍ୟ ଜଳିଯାଇଛି।
Advertisment ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ପୋଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଛି।
ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।