Horoscope 2026 October 07: ଜାଣନ୍ତୁ ଆଜିର ରାଶିଫଳ...
"ମେଷ: ପରିବାର ମଧ୍ୟରେ ଆନନ୍ଦଉଲ୍ଲାସ ଦେଖାଦେବ।
ସ୍ବାଦିଷ୍ଠ ଭୋଜନର ଆନନ୍ଦ ନେବେ।
ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।
ଆପଣ କୌଣସି ଜରୁରୀ କାମରେ ସଫଳତା ପାଇବେ।
Advertisment ବୃଷ: ଦିନଟି ରଚାନାତ୍ମକ କାର୍ଯ୍ୟରେ ବିତିବ।
ସମ୍ଭବ ହେଲେ ଆପଣଙ୍କ କାମ ସନ୍ଧ୍ୟା ପୂର୍ବରୁ ସମାପ୍ତ କରିନିଅନ୍ତୁ।
ପ୍ରିୟଜନଙ୍କୁ ହୃଦୟର କଥା କହନ୍ତୁ ମନକୁ ଶାନ୍ତି ମିଳିବ।
ଛାତ୍ରଙ୍କ ଲାଗି ଦିନଟି ଭଲ।
ମିଥୁନ: ବନ୍ଧୁ ପରାମର୍ଶରେ ବ୍ୟବସାୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ।
ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଜାୟ ରହିବ।
ଚାକିରିରେ ଉନ୍ନତି ଯୋଗ ଅଛି।
ସ୍ବାସ୍ଥ୍ୟରେ ସୁରକ୍ଷା ପାଇଁ ଯୋଗାସନ କରନ୍ତୁ।
କର୍କଟ: ଆପଣ ଏହି ଜିନିଷକୁ ମହତ୍ବ ଦିଅନ୍ତୁ ଯାହା ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ।
ପରିବାର, କାମ ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ।
ଖେଳାଳୀମାନେ ପ୍ରତିଯୋଗିତାରେ ଭଲ କରିବେ।
ସିଂହ: ଶାନ୍ତ ରହି ନିଜର ପ୍ରାଥମିକତାକୁ ପ୍ରଥମେ ଚୟନ କରନ୍ତୁ।
ସରକାରୀ ଚାକିରିଆଙ୍କର ଅଫିସରେ କାମର ବୋଝ ଅଧିକ ରହିବ।
ଜୀବନସାଥୀ ସହିତ ପୂର୍ବ କଥାକୁ ନେଇ ବଚସା ହୋଇପାରେ।
କନ୍ୟା: ନିଜର ଆର୍ଥିକ ସ୍ଥିତିକୁ ଦେଖି ଭବିଷ୍ୟତ ଲାଗି ଯୋଜନା କରନ୍ତୁ।
ବ୍ୟବସାୟକୁ ସୁଦୂରରେ ବିସ୍ତାର କରିବା ଲାଗି ଭାବିବେ।
ସଙ୍ଗୀତ କ୍ଷେତରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
ଆହୁରି ପଢ଼ନ୍ତୁ- Supreme Court: ସ୍କୁଲରେ ସକାଳ ପ୍ରାର୍ଥନା ସମୟରେ ସମ୍ବିଧାନର ପ୍ରସ୍ତାବନା ପାଠ କରିବା ପାଇଁ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ ତୁଳା: ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର ହେବ।
ବିଦେଶରେ ଯାଇ ଚାକିରି କରବାକୁ ଚାହୁଥିବା ବ୍ୟକ୍ତିମାନେ ଶୁଭ ଖବର ପାଇବେ।
ଖେଳାଳୀମାନେ ପୁରସ୍କୃତ ହେବେ। ବିଛା: ଆପଣଙ୍କର ଧ୍ୟାନ ଧାର୍ମିକ କାର୍ଯ୍ୟରେ ରହିବ।
ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହ ମିଶିବେ ତାଙ୍କ ମାଧ୍ୟମରେ ଭବିଷ୍ୟତରେ ଲାଭ ପାଇବେ।
ଡାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ। ଧନୁ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ନହେଲେ ଆସୁଥିବା ସୁଯୋଗ ହାତଛଡ଼ା କରିବସିବେ।
ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା।
ଜୀବନସାଥୀ ସହିତ ସମୟ ଅତିବାହିତ କରିବେ।
ମକର: ଲେଖକ ଓ କଳାକାରଙ୍କ ଲାଗି ଦିନଟି ବହୁତ ଭଲ।
ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ।
ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ।
ପାରିବାରିକ ଜୀବନ ଶାନ୍ତିମୟ ହେବ।
କୁମ୍ଭ: ଶାରୀରିକ ଓ ମାନସିକ ରୂପେ ଠିକ୍ ରହିବେ।
ଆପଣଙ୍କ କାମର ପ୍ରଶଂସା ହୋଇପାରେ।
ସରକାରୀ ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ।
ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।
ମୀନ: ଆପଣଙ୍କ ବିଚାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚେଷ୍ଟା କରନ୍ତୁ।
ବେପାରରେ ଅନ୍ୟମାନଙ୍କ ସହିତ ସଂପର୍କ ବନାନ୍ତୁ ଲାଭପ୍ରଦ ହେବ।
ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।