Horoscope 2026 September 24: ଜାଣନ୍ତୁ ଆଜିର ରାଶିଫଳ...

Sep 24, 2026 - 00:01
Horoscope 2026 September 24: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ବ୍ୟବସାୟ ବଢ଼ାଇବା ଯୋଜନା ଉପରେ ଆଉଥରେ ବିଚାର କରନ୍ତୁ।

ଛୋଟ ବଡ଼ ନିଷ୍ପତ୍ତି ନେବାବେଳେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଆପଣଙ୍କର ଲାଭ ହେବ।

ସରକାରୀ କର୍ମଚାରୀ ଭଲ ଦାୟିତ୍ବ ପାଇବେ।

Advertisment ବୃଷ: ପରିବାରରେ ଧାର୍ମିକ କାମର ଯୋଜନା କରିପାରନ୍ତି।

ଆପଣଙ୍କ ବ୍ୟବହାରରେ ଭଲ ପରିବର୍ତ୍ତନ ହେବା ଯୋଗୁଁ ଭଲ ବନ୍ଧୁ ହେବେ।

ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ।

ମିଥୁନ: ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ।

ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ।

ଦାମ୍ପତ୍ୟ ଜୀବନ ଭଲ ରହିବ।

ଛାତ୍ରଛାତ୍ରୀ ପ୍ରତିଯୋଗିତା ସମ୍ବନ୍ଧୀୟ ଗତିବିଧିରେ ସଫଳତା ପାଇପାରନ୍ତି।

କର୍କଟ: ବ୍ୟବସାୟରେ ଲାଭ ପାଇବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବେ।

କୌଣସି ପରିଜନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଭଲ ଡାକ୍ତରଙ୍କୁ ଦେଖାଇବେ।

ଈଶ୍ବର ଆପଣଙ୍କ ସବୁ ମନୋକାମନା ପୂରଣ କରିବେ।

ସିଂହ: ‌ଜମିର ସଉଦା ତରବର ହୋଇ କରନ୍ତୁ ନାହିଁ।

କାର୍ଯ୍ୟକ୍ଷେତ୍ରରେ ଉନ୍ନତି ମାର୍ଗ ପ୍ରଶସ୍ତ ହେବ।

ଆପଣଙ୍କ ସନ୍ତାନର କ୍ୟାରିୟର ବା ପାଠପଢ଼ା ସମ୍ବନ୍ଧୀୟ ଖୁସି ଖବର ପାଇବେ।

ଖର୍ଚ୍ଚ ବଢ଼ିପାରେ।

କନ୍ୟା: ଧର୍ମକାର୍ଯ୍ୟରେ ଆସ୍ଥା ଓ ବିଶ୍ବାସ ସହିତ ଆଗକୁ ବଢ଼ିବେ।

ବଡ଼ଙ୍କର ସହଯୋଗ ସଂପୂର୍ଣ୍ଣ ମାତ୍ରାରେ ପାଇବେ।

ଶିକ୍ଷାରେ ଲାଗି ରହିଥିବା ବାଧା ଦୂର ହେବ।

ଶୁଭ ମାଙ୍ଗଳିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ।

ଆହୁରି ପଢ଼ନ୍ତୁ- 🔴Heavy rain: ଉପକୂଳ, ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ତୁଳା: ପୂର୍ବରୁ ଯାହାଙ୍କୁ ସାହାଯ୍ୟ କରିଥିଲେ ସେ ଆଜି କାମରେ ଆସିବେ।

ପରିବାରରେ ଆପଣଙ୍କ ଭଲ କାମର ପ୍ରଶଂସା ହେବ।

ଆପଣଙ୍କ ପାଖରେ ବ୍ୟବସାୟ ବଢ଼ାଇବା ପାଇଁ ଭଲ ମଉକା ଅଛି।

ବିଛା: କାହାରି ସହିତ ଲାଗି ରହିଥିବା ମନାନ୍ତର ଦୂର ହେବ।

ଏକରୁ ଅଧିକ ଉତ୍ସରୁ ଧନପ୍ରାପ୍ତ କରିବେ।

ଶାସନ ଓ ପ୍ରଶାସନ କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ।

ନିବେଶ ମାମଲାରେ ଆପଣଙ୍କୁ ସୁଯୋଗ ମିଳିବ।

ଧନୁ: କାନୁନ ମାମଲାରେ ତରବର ହୁଅନ୍ତୁ ନାହିଁ।

ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ।

ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଜୀବନସାଥୀ କ୍ୟାରିୟରରେ ସଫଳତା ପାଇବେ।

ମକର: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ପରିବାରରେ ସୁଖଶାନ୍ତିର ମାହୋଲ ରହିବ।

ସାକ୍ଷାତ କୌଣସି ବାଲ୍ୟବନ୍ଧୁ ସହିତ ହେବ।

ପୁରୁଣା ସ୍ମୃତି ତାଜା ହେବ।

କୁମ୍ଭ: ନିକଟ ସଂପର୍କୀୟ ସହିତ କାମକୁ ନେଇ ଲାଗି ରହିଥିବା ମନାନ୍ତର ଦୂର ହେବ।

ନୂଆ ଲୋକଙ୍କ ସହିତ ଯୋଡ଼ିବା ଯୋଗୁଁ କିଛି ନୂଆ ଶିଖିବାକୁ ପାଇବେ।

ଆପଣ ବୁଦ୍ଧି ପ୍ରୟୋଗ କରି ଆଗକୁ ବଢ଼ିବେ।

ମୀନ: ବିରୋଧୀ ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବେ।

ବ୍ୟବସାୟ ମାମଲାରେ ନିଜର ଦାୟିତ୍ବ ପୂରା କରିବା ପାଇଁ ପରିଶ୍ରମ କରିବାକୁ ହେବ।

ପାଖ ଲୋକଙ୍କୁ ଆପଣଙ୍କଠାରୁ କିଛି ପାଇବାର ଆଶା ରହିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।