Horoscope 2026 September 28: ଜାଣନ୍ତୁ ଆଜିର ରାଶିଫଳ

Sep 28, 2026 - 00:13
Horoscope 2026 September 28: ଜାଣନ୍ତୁ ଆଜିର ରାଶିଫଳ

"ମେଷ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ।

ନିଜର ନୀତି ଉପରେ କିଛି ପରିବର୍ତ୍ତନ ଆଣନ୍ତୁ।

ସହଯୋଗୀ ଓ କର୍ମଚାରୀଙ୍କୁ ଅଣଦେଖା କରନ୍ତୁ ନାହିଁ।

ସୁସମ୍ବାଦ ପାଇବେ।

ନିଜର ସ୍ବପ୍ନ ପୂରା କରି ପାରନ୍ତି।

Advertisment ବୃଷ: ସକାରାତ୍ମକ ଦୃଷ୍ଟିକୋଣ ରଖିଲେ ପରିସ୍ଥିତି ଠିକ୍ ହେବ।

କୌଣସି ବିଷୟରେ ଲାଗି ରହିଥବା ସମସ୍ୟା ଦୂର ହୋଇଯିବ।

ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।

ମିଥୁନ: ବ୍ୟବସାୟ ମାମଲାରେ ବହୁତ ଧୈର୍ଯ୍ୟ ଓ ସଂଯମ ରଖିବା ଦରକାର।

କାହାରି ସାହାଯ୍ୟରେ ବଡ଼ ଅର୍ଡ଼ର ମିଳିପାରେ।

ପ୍ରତ୍ୟେକ ଲୋକ ଆପଣଙ୍କ ସହିତ ଭଲ ବ୍ୟବହାର କରିବେ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ବ୍ୟସ୍ତତା ରହିବେ।

ଆବେଶରେ ଆସିଲେ ପରସ୍ଥିତି ବିଗିଡ଼ି ପାରେ।

ଚାକିରିରେ ଉନ୍ନତି ଯୋଗ ରହିଛି।

ପରିବାରଜନଙ୍କ ସହ ଭଲ ସାମଞସ୍ୟ ରହିବ।

ସ୍ବାସ୍ଥ୍ୟରେ ସୁଧାର ହେବ।

ସିଂହ: କିଛି କାମରେ ନୂଆକରି ଭାବି ପାରନ୍ତି।

ଜୀବନସାଥୀ ଆପଣଙ୍କ କାମରେ ସହଯୋଗ କରିବେ।

ବହୁ ଦିନର ସ୍ବପ୍ନ ସାକାର ହେବ।

ବିଦ୍ୟାର୍ଥୀ ପ୍ରତିଯୋଗୀତା ପରୀକ୍ଷାରେ ଭଲ ପରିଣାମ ପାଇବେ।

କନ୍ୟା: ଅନ୍ୟରାଜ୍ୟ ବା ବିଦେଶ ଯାତ୍ରାରେ ଯାଇପାରନ୍ତି।

ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ଲାଗି ଉଚିତ ରହିବ।

ଆପଣଙ୍କ କଥାବର୍ତ୍ତାରେ କୋମଳତା ରହିବ।

ପ୍ରେମୀ ଯୁଗଳ ସିନେମା ଦେଖିବାକୁ ଯିବେ।‌  ତୁଳା: ଚାକିରି ଖୋଜୁଥିବା ଲୋକଙ୍କର ଆଶା ପୂରା ହୋଇପାରେ।

ବ୍ୟବସାୟ ସଂପର୍କ ଆହୁରି ମଜଭୁତ କରିବେ।

ଚାକିରିରେ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି।

କଳା ଛାତ୍ରଙ୍କ ଲାଗି ଦିନଟି ଭଲ।

ବିଛା: ଆପଣଙ୍କ ଜୀବନକୁ ବଢ଼ିଆ କରିବା ଲାଗି କିଛି ଭଲ ମଉକା ପାଇବେ।

ସାମାଜିକ ଗତିବିଧିରେ ଆପଣଙ୍କର ଯୋଗଦାନ ରହିବ।

ପ୍ରେମରେ ସଫଳତା ପାଇବେ।

ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ଧନୁ: ସାରାଦିନ ଭାଗ୍ୟ ଆପଣଙ୍କୁ ସାଥ୍ ଦେବ।

ଅଫିସରେ ଆପଣଙ୍କୁ ଭଳି କାମ ଦିଆଯିବ ଯାହାକୁ ଆପଣ ସହଜରେ ପୂରା କରିପାରିବେ।

ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ମକର: ନୂଆ ଶକ୍ତିର ପ୍ରଭାବ ଆପଣଙ୍କ ଭିତରେ ଅନୁଭବ କରିବେ।

ଆପଣଙ୍କ କାର୍ଯ୍ୟରେ ନିଶ୍ଚୟ ସଫଳ ହେବେ।

କନ୍ୟା ଲାଗି ସୁଯୋଗ୍ୟ ବର ମିଳିପାରେ।

ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ସୁଯୋଗ ପାଇବେ।

କୁମ୍ଭ: କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ।

କୌଣସି ନିର୍ଣ୍ଣୟ ନେବାରେ ବହୁତ ଅଧିକ ସମୟ ନେଲେ ହାତଛଡ଼ା କରିପାରନ୍ତି।

ବ୍ୟବସାୟୀଙ୍କୁ ବଡ଼ ଅର୍ଡ଼ର ମିଳିପାରେ।

ମୀନ: ଆପଣ ମନ ମୁତାବକ ଫଳ ପାଇବେ।

ଭାଗୀଦାରିରେ କାରବାର ଲାଗି ଦିନଟି ଭଲ।

ନିଜର ବାଣୀ ଉପରେ ସଂଯମ ରଖନ୍ତୁ।

ଇସ୍ପାତ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ।

ବନ୍ଧୁ ସହିତ ବାହାରକୁ ବୁଲି ଯିବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।