Kataka Paneer Samples Reportedly Found Contaminated: ଅପମିଶ୍ରିତ ପନିର କାରବାର: ୧୧ ଜଣଙ୍କ ନାଁରେ ଏତଲା

Sep 28, 2026 - 15:28
Kataka Paneer Samples Reportedly Found Contaminated: ଅପମିଶ୍ରିତ ପନିର କାରବାର: ୧୧ ଜଣଙ୍କ ନାଁରେ ଏତଲା

ଅପମିଶ୍ରିତ ପନିର କାରବାର ଅଭିଯୋଗରେ ୧୧ ଜଣଙ୍କ ନାଁରେ ଏତଲା। କଟକରେ ଅପମିଶ୍ରିତ ପନିର କାରବାର ଅଭିଯୋଗରେ ୧୧ ଜଣଙ୍କ ନାଁ ରେ ଏତଲା ଦେଲା କଟକ ମହାନଗର ନିଗମ। KMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି। କିଛି କ୍ଷୁଦ୍ର ଚାଷୀ ଓ ଭେଣ୍ଡରଙ୍କ ନାଁରେ ମାମଲା ରୁଜୁ କରାଯାଇଛି। କଟକରୁ ଜବତ ୭୩ କୁଇଣ୍ଟାଲ ପନିରର ନମୂନା ରିପୋର୍ଟ ଆସିବା ପରେ ଏତଲା ଦିଆଯାଇଛି। ମଇଦା, ଷ୍ଟାର୍ଚ୍ଚ ପାଉଡର ଓ ଡିଟରଜେଣ୍ଟ ମିଶିଥିବା ରିପୋର୍ଟ ଆସିଥିବା ଜଣାପଡ଼ିଛି।...

କଟକ ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା ଦିଆଯାଇଥିବା  ନେଇ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ।  ପନିର ଓ ଛେନା ଅପମିଶ୍ରଣ ନେଇ ଗୃହରେ ସ୍ବାସ୍ଥ୍ୟମନ୍ତ୍ରୀ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି। ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ ହୋଇଥିଲା। କଟକରେ ୭୧ କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି। ଗତ ୨ ବର୍ଷରେ ୯୫ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ମୋଟ ୪୧୩ ମାମଲା ରୁଜୁ ସହ ୭୩୯୨ ଲିଗାଲ ସାମ୍ପୁଲ କଲେକ୍ସନ ହୋଇଛି। କେବଳ ଭୁବନେଶ୍ୱରରେ ୨୮୧୦ଟି ସାମ୍ପୁଲ ସଂଗ୍ରହ ହୋଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ...

କଟକରେ ଅପମିଶ୍ରିତ ପନିର; ୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
KMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧୁପାଟଣା ଥାନାରେ ଏତଲା
କିଛି କ୍ଷୁଦ୍ର ଚାଷୀ ଓ ଭେଣ୍ଡରଙ୍କ ନାଁରେ ମାମଲା ରୁଜୁ
କଟକରୁ ଜବତ ୭୩ କୁଇଣ୍ଟାଲ ପନିରର ନମୂନା ରିପୋର୍ଟ ଆସିବା ପରେ ଏତଲା
ମଇଦା, ଷ୍ଟାର୍ଚ୍ଚ ପାଉଡର ଓ ଡିଟରଜେଣ୍ଟ ମିଶିଥିବା ରିପୋର୍ଟ ଆସିଥିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।