Literature: କବିତା ଅନୁଭବର ଗଙ୍ଗାଜଳ: କବି ମିନାକ୍ଷୀ ଦ୍ବିବେଦୀଙ୍କ କଲମରୁ ନିଃସୃତ...
"ଅନୁଭବର ଗଙ୍ଗାଜଳ ମିନାକ୍ଷୀ ଦ୍ବିବେଦୀ ଜୀବନର ଅନ୍ତର୍ବର୍ତ୍ତୀ ପ୍ରହରରେହଠାତ୍ ଦିନର ଆଲୋକସନ୍ଧ୍ୟାର କୋମଳ ରଙ୍ଗରେ ଢଳିଯାଏଆଉ ସମୟ ଚୁପ୍ଚାପ୍ ଆସିକାନ୍ଧରେ ହାତ ରଖି କହେଏବେ ନିଜକୁ ଥରେ ଚିହ୍ନିନେସେଠାରେ କୋଳାହଳର କୌଣସି ଠିକଣା ନଥାଏ,କେବଳ ହୃଦୟ ଗଭୀରେଅଶୁଣା ଏକ ବୀଣାର ସ୍ୱରଧୀରେ ଧୀରେ ବାଜିଉଠେ।Advertisment ଯେଉଁମାନଙ୍କୁଆମେ ନିଜର ବୋଲି ଭାବିଥିଲୁସେମାନେ କୁହୁଡ଼ି ପରିଧୀରେ ଧୀରେ ମିଳାଇ ଯାଆନ୍ତିକିନ୍ତୁ ଅନ୍ତରର ଆକାଶରେଆଶାର ଗୋଟିଏ ଧ୍ରୁବତାରା ଜଳି ରହିଥାଏ।
ଆହୁରି ପଢ଼ନ୍ତୁ- Nuakhai 2026: ବାହାରିଲା ଲଗ୍ନ; ମା" ସମଲେଶ୍ବରୀଙ୍କ ଠାରେ କେତେବେଳେ ଲାଗି ହେବ ନବାନ୍ନ ଜାଣନ୍ତୁ ସେହି ମୋଡ଼ରେଲୁହ ଆଉ ଦୁଃଖ ନୁହେଁସେ ହୋଇଯାଏ ଅନୁଭବର ପବିତ୍ର ଗଙ୍ଗାଜଳପ୍ରତ୍ୟେକ କ୍ଷତ ଜୀବନର ଗୀତରେନୂଆ ଏକ ସୁର ଯୋଡ଼ିଦିଏ।
ତା"ପରେ ବୁଝାପଡ଼େପଥ ହରାଇବା ମାନେଗନ୍ତବ୍ୟ ହରାଇବା ନୁହେଁକେବେ କେବେ ଭୁଲ ରାସ୍ତା ହିଁଠିକ୍ ଦିଗର ସନ୍ଧାନ ଦେଇଥାଏଜୀବନର ସେହି ମୋଡ଼ରେମଣିଷ ହୋଇଯାଏ ଆକାଶଠାରୁ ବିଶାଳ ସମୁଦ୍ରଠାରୁ ଗଭୀରଆଉ ମାଟି ପରି ନମ୍ର।
ଆହୁରି ପଢ଼ନ୍ତୁ- Nita Ambani: ଶ୍ରୀକୃଷ୍ଣଙ୍କ ଭଜନରେ ଝୁମିଲେ ନୀତା, ଈଶା, ଶ୍ଲୋକା ଓ ରାଧିକା ସେତେବେଳେପ୍ରତ୍ୟେକ ସୂର୍ଯ୍ୟୋଦୟନୂଆ ପ୍ରତିଶ୍ରୁତି ହୋଇ ଆସେପ୍ରତ୍ୟେକ ସୂର୍ଯ୍ୟାସ୍ତ ଅଧୁରା ସ୍ୱପ୍ନକୁଆସନ୍ତାକାଲି ପାଇଁ ସାଇତି ରଖିଯାଏଆଉ ସେହି ମୋଡ଼ରେ ଠିଆ ହୋଇମନ କହେଜୀବନ କେବେ ବି ଥକିଯାଏ ନାହିଁଥକିଯାଏ କେବଳ ଆମର ଭୟସାହସର ଛୋଟ ପ୍ରଦୀପଟିଏ ଜଳିଉଠିଲେଅନ୍ଧାର ମଧ୍ୟ ଆଲୋକର ପଥ ପଚାରିବାକୁ ଲାଗେ।
ମୋ: ୭୯୭୮୦୮୨୮୩୪ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।