Low Pressure Impact on Odisha: ସୃଷ୍ଟିହେଲା ଆଉ ଏକ ଲଘୁଚାପ, ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ ସମ୍ଭାବନା

Oct 29, 2026 - 10:53
Low Pressure Impact on Odisha: ସୃଷ୍ଟିହେଲା ଆଉ ଏକ ଲଘୁଚାପ, ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ ସମ୍ଭାବନା

ଅର୍ଣ୍ଣବ ତାଣ୍ଡବ ଭିତରେ ସୃଷ୍ଟିହେଲା ଆଉ ଏକ ଲଘୁଚାପ ।

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ ।

ଆଗାମୀ ୨୪ଘଣ୍ଟାରେ ଘନୀଭୂତ ହୋଇ ଏହା ଏକ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ ।

Advertisment ପରବର୍ତ୍ତୀ ୨୪ଘଣ୍ଟାରେ ଅବପାତ ହେବା ସମ୍ଭାବନା ରହିଛି ।

ତେବେ ଏହାର ପ୍ରଭାବ କଣ ରହିବ ଓ କେତେ ବଡ଼ ଆକାରର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

ଓଡ଼ିଶାରେ ଲଘୁଚାପର ପ୍ରଭାବ ପଡ଼ିବା ଆଶଙ୍କା କମ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।