MoU: ସଲୋନି ସୋରିଷ ତେଲ-ଧମାଲ ୪ ବୁଝାମଣା

Jul 10, 2026 - 20:22
MoU: ସଲୋନି ସୋରିଷ ତେଲ-ଧମାଲ ୪ ବୁଝାମଣା

"ଭୁବନେଶ୍ବର: ସଲୋନି କଚି ଘନି ସୋରିଷ ତେଲ ପକ୍ଷରୁ ବଲିଉଡ୍‌ ସିନେମା ଧମାଲ ୪ ସହିତ ସହଯୋଗିତା କରାଯାଇଛି।

ଧମାଲ-୪ ଯେଉଁଭଳି ନିଜର ହାସ୍ୟରସ ଜରିଆରେ ପରିବାରର ମନୋରଞ୍ଜନ କରି ହୃଦୟ ଜିତୁଛି, ଠିକ୍‌ ସେଭଳି ସଲୋନି ସୋରିଷ ତେଲ ବର୍ଷ ବର୍ଷ ଧରି ଏହାର ସ୍ବାଦ, ଗୁଣାବତ୍ତା ଓ ସ୍ବାସ୍ଥ୍ୟବର୍ଦ୍ଧକ ଗୁଣ ଜରିଆରେ ସବୁ ରୋଷେଇର ଅଂଶ ପାଲଟିଛି।Advertisment ନିଜର ବିଶିଷ୍ଟ ସ୍ବାଦ ଓ ପୋଷଣ ଜରିଆରେ ଏହା ଦୈନନ୍ଦିନ ଭୋଜନକୁ ସ୍ବାଦିଷ୍ଟ କରିବା ସହ ଲୋକମାନଙ୍କୁ ସ୍ବାସ୍ଥ୍ୟର ମଧ୍ୟ ଯତ୍ନ ନେଉଛି।

ଏହି ଅବସରରେ ସଲୋନି ସୋରିଷ ତେଲ ତରଫରୁ ଏହାର ଡିଜିଟାଲ ପ୍ଲାଟଫର୍ମରେ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଛି ଯାହା ବିଜେତାମାନଙ୍କୁ ପୁରସ୍କୃତ କରାଯିବ।

Mustard oil : ସୋରିଷ ତେଲ ଓ ହଳଦୀ ଉପଚାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।