Nana Patekar: ୩୫ ଟଙ୍କାରୁ ୮୦ କୋଟିର ହୋଇଥିଲେ ମାଲିକ
"ଆଉ ନାହାନ୍ତି ବଲିଉଡ୍ର ଦିଗ୍ଗଜ ଅଭିନେତା ନାନା ପାଟେକର ।
୭୫ ବର୍ଷ ବୟସରେ ସେ ଆଖିବୁଜିଛନ୍ତି ।
ଗୋଆସ୍ଥିତ ଘରେ ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା ।
ହେଲେ ଡାକ୍ତରଙ୍କ ଦୀର୍ଘ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା ।
ନାନା ପାଟେକରଙ୍କ ବିୟୋଗ ଖବର ସାରା ଚଳଚ୍ଚିତ୍ର ଜଗତ ସହ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି ।
ପାଖାପାଖି ପାଞ୍ଚ ଦଶନ୍ଧିର ଅଭିନୟ ଜୀବନରେ ନାନା ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ ।
ତାଙ୍କ ଅଭିନୟ ଆଜି ବି ଦର୍ଶକଙ୍କ ମନରେ ଜୀବନ୍ତ ହୋଇ ରହିଛି ।
ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।
ଯେଉଁ ନାନା ପାଟେକର ଦିନେ କୋଟି କୋଟି ଟଙ୍କାର ଫିଲ୍ମ କରୁଥିଲେ ତାଙ୍କ ଜୀବନ କିନ୍ତୁ ବେଶ୍ ସଂଘର୍ଷମୟ ଥିଲା ।
ଆସନ୍ତୁ ଜାଣିବା ନାନା ପାଟେକରଙ୍କ ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତର କାହାଣୀ ବିଷୟରେ ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।