ନିଜ ଝିଅ ବିଦା କଲା ଭଳି ଦୁଃଖ ଲାଗୁଛି
କଟକର ସମସ୍ତ ପୂଜା ମଣ୍ଡପରେ ଚାଲିଛି ଦଶମୀ ବିହୀତ ପୂଜା। ଷୋଡଶ ଉପଚାର ପୂଜା, ଅପରାଜିତା ପୂଜା ସହ ଦହିପାଖଳ ଓ ସିନ୍ଦୁର ଖେଳ ଅନୁଷ୍ଠିତ ହୋଇଥାଏ। ବିଶେଷକରି ଶେଖ ବଜାର ପୂଜା ମଣ୍ଡପରେ ସଧବା ନାରୀ ଏକାଠି ହୋଇ ମାଙ୍କୁ ସିନ୍ଦୁର ଲାଗି କରିଥିଲେ । ପରେ ନିଜ ଭିତରେ ସିନ୍ଦୁର ଖେଳି ଅଶ୍ରୁଳ ନୟନରେ ମା ଙ୍କୁ ବିଦାୟ ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।