Odisha IAS Reshuffle: ଆଇଏଏସ୍ ସ୍ତରରେ ଅଦଳବଦଳ, ଅନ୍ୟା ଦାସ ହେଲେ ନବରଙ୍ଗପୁର ଜିଲ୍ଲାପାଳ
"ଭୁବନେଶ୍ବର: ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି।
ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ବର ସ୍ବାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।
ଠିକ୍ ସେହିପରି ପ୍ରଦୀପ କୁମାର ନାୟକ ହେଲେ ଅତିରିକ୍ତ ସଚିବ F&ARD ମଧୁସୂଦନ ଦାଶ ଅତିରିକ୍ତ ସଚିବ GA&PG ବିଭାଗ।Advertisment ମଧୁମିତା ହେଲେ ନୂଆପଡ଼ା ଜିଲ୍ଲାପାଳ ଏଣେ ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
ତେଣେ ମଧୁମିତା ହେଲେ ନୂଆପଡ଼ା ଜିଲ୍ଲାପାଳ।
ଅଶ୍ନୀ ଏ.ଲ୍ ହେଲେ ଭବାନୀପାଟଣା ଉପଜିଲ୍ଲାପାଳ।
କସ୍ତୁରୀ ଶା ହେଲେ GA&PG ବିଭାଗ ଉପସଚିବ।
CM Mohan Charan Majhi: ଓଡ଼ିଶାର ବିକାଶ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ ଅତୁଳୀୟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।