PM Modi Celebrates Diwali with Security Personnel: ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

Nov 08, 2026 - 13:22
PM Modi Celebrates Diwali with Security Personnel: ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ଦୀପାବଳି ଅବସରରେ ଛତିଶଗଡ଼ର ବସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେଠାରେ ସୁରକ୍ଷା ବାହିନୀର ଯବାନମାନଙ୍କ ସହ ଦୀପାବଳି ପାଳନ କରୁଛନ୍ତି।

ଏହି ଅବସରରେ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ସୈନିକମାନଙ୍କ ବଳିଦାନ ଓ ତ୍ୟାଗକୁ ସେ ଶ୍ରଦ୍ଧାପୂର୍ବକ ସ୍ମରଣ କରିଛନ୍ତି।

ବସ୍ତର ଦିନେ ନକ୍ସଲ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ଥିବାବେଳେ ଏବେ ସେଠାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।