Berhampur Murder: ବ୍ରହ୍ମପୁରରେ ପୁଣି ହତ୍ୟା: ମାରଣାସ୍ତ୍ର ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ମୃତକ ଥିଲେ ପୁରୁଣା ଅପରାଧୀ!
ବ୍ରହ୍ମପୁରସ୍ଥିତ ନିମଖଣ୍ଡି ଥାନା ଯୋଗିଆପଲ୍ଲୀରେ ହତ୍ୟା ।
ପୁରୁଣା ଅପରାଧୀ ସନ୍ତୋଷ ପାତ୍ରକୁ ହତ୍ୟା କରାଯାଇଥିବା ଅଭିଯୋଗ ।
ମୃତ ସନ୍ତୋଷ ନାଁରେ ରହିଛି ଅନେକ ଅପରାଧିକ ମାମଲା ।
ସନ୍ତୋଷ ଗାଁରେ ଠିଆ ହୋଇଥିବା ବେଳେ କିଛି ଦୁବୃର୍ତ୍ତ ଆସି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।
Advertisment ଘଟଣାସ୍ଥଳରେ ସନ୍ତୋଷର ମୃତ୍ୟୁ ହୋଇଥିବା ବେଳେ ଦୁର୍ବୁତ୍ତମାନେ ଫେରାର ହୋଇଯାଇଛନ୍ତି ।
ନିମଖଣ୍ଡି ଥାନା ପୋଲିସ ତଦନ୍ତ ଜାରି ରଖିଛି ।
ଏନେଇ କିନ୍ତୁ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି ।
ନିମଖଣ୍ଡି ଥାନା ଯୋଗିଆପଲ୍ଲୀରେ ହତ୍ୟା ଯୁବକକୁ ହାଣିଲେ ଦୁର୍ବୃତ୍ତ ମୃତକ ହେଲେ ସନ୍ତୋଷ ପାତ୍ର ସନ୍ତୋଷ ନାଁରେ ଅନେକ ଅପରାଧିକ ମାମଲା ହତ୍ୟା ପରେ ଦୁର୍ବୃତ୍ତ ଫେରାର ନିମଖଣ୍ଡି ଥାନା ପୋଲିସର ତଦନ୍ତ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।