Ravenshaw Faculty Take Mass Leave: ସମୂହ ଛୁଟିରେ ରେଭେନ୍ସା ଅଧ୍ୟାପକ, ଥମୁନି ବିବାଦ
ଥମୁନି ରେଭେନ୍ସା ବିଶ୍ଵବିଦ୍ୟାଳୟ ବିବାଦ। ସମୂହ ଛୁଟିରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା। ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା) ପକ୍ଷରୁ ସମୂହ ପ୍ରତିବାଦ କରାଯାଉଛି। କୁଳପତିଙ୍କ ଅଫିସ୍ ଆଗରେ କଳା ବ୍ୟାଜ୍ ପିନ୍ଧି ଧାରଣା ସହ ବିକ୍ଷୋଭ କରୁଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା। ରାଜନୈତିକ ଚାପରୁ ରେଭେନ୍ସା କ୍ୟାମ୍ପସ୍ କୁ ଦୂରେଇ ରଖିବା ଏବଂ ରେଭେନ୍ସା କ୍ୟାମ୍ପସ୍ ରେ ସମ୍ମାନର ସହ କାର୍ଯ୍ୟ କରିବାକୁ ସୁଯୋଗ ଦାବି ହୋଇଛି। ରେଭେନ୍ସା କର୍ତ୍ତୃପକ୍ଷ ଦାବିକୁ ଅଣଦେଖା କରି ନୀରବ ରହୁଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ସଂଘ।
ସମୂହ ଛୁଟିରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା
ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା) ପକ୍ଷରୁ ସମୂହ ପ୍ରତିବାଦ
କୁଳପତିଙ୍କ ଅଫିସ୍ ଆଗରେ କଳା ବ୍ୟାଜ୍ ପିନ୍ଧି ଧାରଣା ସହ ବିକ୍ଷୋଭ
ରାଜନୈତିକ ଚାପରୁ ରେଭେନ୍ସା କ୍ୟାମ୍ପସ୍ କୁ ଦୂରେଇ ରଖିବାକୁ ଦାବି
ରେଭେନ୍ସା କ୍ୟାମ୍ପସ୍ ରେ ସମ୍ମାନର ସହ କାର୍ଯ୍ୟ କରିବାକୁ ସୁଯୋଗ ଦାବି
ରେଭେନ୍ସା କର୍ତ୍ତୃପକ୍ଷ ଦାବିକୁ ଅଣଦେଖା କରି ନୀରବ ରହୁଥିବା ଅଭିଯୋଗ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।