Ronaldo Says Goodbye: ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅବସର ଘୋଷଣା, ସୋସିଆଲ୍ ମିଡିଆ ଏକ୍ସରେ ଅବସର ଘୋଷଣା
ଫୁଟବଲ୍ ଜଗତର ଏକ ଯୁଗର ଅବସାନ।
ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଛନ୍ତି ପର୍ତ୍ତୁଗାଲର କିମ୍ବଦନ୍ତୀ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ।
୨୩ ବର୍ଷର ଲମ୍ବା ଯାତ୍ରାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ।
୪୧ ବର୍ଷ ବୟସରେ ନିଜ ଅବସର ନେଇ ଘୋଷଣା କରିଛନ୍ତି ରୋନାଲ୍ଡୋ।
ସୋସିଆଲ୍ ମିଡିଆରେ ଭିଡିଓ ବାର୍ତ୍ତା ଜରିଆରେ ଏହି ସୂଚନା ଦେଇଛନ୍ତି।
Advertisment ପର୍ତ୍ତୁଗାଲ ପାଇଁ ୨୩୪ଟି ମ୍ୟାଚ୍ ଖେଳି ୧୪୬ଟି ଗୋଲ୍ ସ୍କୋର କରିଛନ୍ତି ଏହି ଷ୍ଟାର୍ ଫୁଟବଲର।
ଅନ୍ତର୍ଜାତୀୟ ଫୁଟବଲରେ ସର୍ବାଧିକ ମ୍ୟାଚ୍ ଓ ସର୍ବାଧିକ ଗୋଲ୍ ର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି।
୨୦୧୬ରେ ୟୁରୋ କପ୍ ଏବଂ ଦୁଇଥର ୟୁଏଫ୍ ଏ ନେସନ୍ସ ଲିଗ୍ ଜିତି ପର୍ତ୍ତୁଗାଲକୁ ଦେଇଛନ୍ତି ଐତିହାସିକ ସଫଳତା।
ଏହାପରେ ଆଉ ଜାତୀୟ ଦଳର ୭ ନମ୍ବର ଜର୍ସିରେ ନଜର ଆସିବେନି ରୋନାଲ୍ଡୋ।
ତେବେ ତାଙ୍କ ବିଶ୍ୱକପ୍ ଟ୍ରଫି ଜିତିବାର ସ୍ୱପ୍ନ ଅଧୁରା ରହିଯାଇଛି।
Advertisment ଅବସର ନେଲେ ରୋନାଲ୍ଡୋ ପର୍ତ୍ତୁଗାଲ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଅବସର ଘୋଷଣା ସୋସିଆଲ୍ ମିଡିଆ ଏକ୍ସରେ ଅବସର ଘୋଷଣା କଲେ ରୋନାଲ୍ଡୋ ୨୩ ବର୍ଷର କ୍ୟାରିଅରରେ ପର୍ତ୍ତୁଗାଲ ପାଇଁ ୨୩୪ ମ୍ୟାଚ ଖେଳିଛନ୍ତି ରୋନାଲ୍ଡୋଙ୍କ ନାଁରେ ଅଛି ୧୪୬ଟି ଅନ୍ତର୍ଜାତୀୟ ଗୋଲ୍ ୨୦୧୬ରେ ୟୁରୋ ଓ ୨୦୧୮-୧୯ରେ ୟୁଏଫା ନେସନ୍ସ ଲିଗ୍ ଚାମ୍ପିୟନ ବିଶ୍ବକପ ଜିତିବା ସ୍ବପ୍ନ ଅଧୁରା ରହିଥିବା ବେଳେ ୪୧ ବର୍ଷ ବୟସରେ ଅବସର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।