Samantha Ruth Prabhu: ଗର୍ଭାବସ୍ଥାରେ ବି ଜିମ୍!

Aug 30, 2026 - 19:32
Samantha Ruth Prabhu: ଗର୍ଭାବସ୍ଥାରେ ବି ଜିମ୍!

"ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

ଗର୍ଭାବସ୍ଥାରେ ଥାଇ ମଧ୍ୟ ସେ ନିଜ ଫିଟନେସ୍ ରୁଟିନ୍ ଜାରି ରଖିଛନ୍ତି।

ନିକଟରେ ଜିମ୍ ରେ ୱାର୍କଆଉଟ୍ କରୁଥିବା କିଛି ଫଟୋ ଓ ଭିଡିଓ ସେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି।

ପରେ ତାଙ୍କ ଫ୍ୟାନ୍ମାନଙ୍କ ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।