Sarpanch's Husband Shot: ସରପଞ୍ଚଙ୍କ ସ୍ବାମୀଙ୍କୁ ଗୁଳିମାଡ଼, ବାଇକରେ ଆସି ଫୁଟାଇ ଛୁ’ ମାରିଲେ
ସରପଞ୍ଚଙ୍କ ସ୍ବାମୀଙ୍କୁ ଗୁଳିମାଡ଼। କଟକ ସନ୍ତ୍ରାବଳି ସରପଞ୍ଚଙ୍କ ସ୍ବାମୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ମାଣିଆବନ୍ଧ ଥାନା କୁଆଁରପାଳ ଛକରେ ୪ ରାଉଣ୍ଡ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର।
ମିଳିଥିବା ସୂଚନା ମୁତାବକ, ୩ ଦୁର୍ବୃତ୍ତ ବାଇକରେ ଆସି ସରପଞ୍ଚଙ୍କ ସ୍ବାମୀଙ୍କ ଉପରକୁ ଗୁଳି ଚଳାଇ ଫେରାର ମାରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।