Schools and Anganwadi Centres Closed: ପ୍ରବଳ ବର୍ଷା ସମ୍ଭାବନା, କାଲି ଏହି ଜିଲ୍ଲାରେ ସ୍କୁଲ ଛୁଟି

Aug 16, 2026 - 19:28
Schools and Anganwadi Centres Closed: ପ୍ରବଳ ବର୍ଷା ସମ୍ଭାବନା, କାଲି ଏହି ଜିଲ୍ଲାରେ ସ୍କୁଲ ଛୁଟି

Schools and Anganwadi Centres Closed: ପ୍ରବଳ ବର୍ଷା ସମ୍ଭାବନା, କାଲି ଏହି ଜିଲ୍ଲାରେ ସ୍କୁଲ ଛୁଟି

କାଲି କେନ୍ଦୁଝରରେ ସମସ୍ତ ସ୍କୁଲ୍ , ଅଙ୍ଗନବାଡ଼ି ଛୁଟି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କଲେ ଜିଲ୍ଲାପାଳ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ସହ ଅଙ୍ଗନବାଡ଼ି ବନ୍ଦ ରହିବ ।

author-image
Manoj Kumar Rout
16 Aug 2026 19:06 IST