Snake: ମହାକାଳପଡ଼ାରେ ୧୪.୫ ଫୁଟ୍‌ର ବିରାଟକାୟ ଅଜଗର ଉଦ୍ଧାର, ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ

Oct 14, 2026 - 10:44
Snake: ମହାକାଳପଡ଼ାରେ ୧୪.୫ ଫୁଟ୍‌ର ବିରାଟକାୟ ଅଜଗର ଉଦ୍ଧାର, ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ

"ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବତୀଘର ପଞ୍ଚାୟତର ବରକୋଳିଖୋଳା ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଏକ ବିରାଟକାୟ ଅଜଗର ସାପକୁ ବନ ବିଭାଗ ଉଦ୍ଧାର କରିଥିବା ଜଣାପଡିଛି |Advertisment ଲୋକେ ବନବିଭାଗକୁ ଖବର ଦେଇଥିଲେ ସୂଚନାରୁ ପ୍ରକାଶ, ଗତକାଲି ରାତିରେ ବରକୋଳିଖୋଳା ଗ୍ରାମର ମଦନ ସାମନ୍ତଙ୍କ ଘର ପରିସରରେ ଏକ ସାଢେ ୧୪ ଫୁଟ ଲମ୍ବର ବର୍ମିଜ ପ୍ରଜାତିର ଅଜଗର ଯାଉଥିବା ଦେଖି ପରିବାର ଲୋକେ ବନବିଭାଗକୁ ଖବରଦେଇଥିଲେ।

ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମହାକାଳପଡ଼ାରେ ୧୪.୫ ଫୁଟ୍‌ର ବିରାଟକାୟ ବର୍ମିଜ୍ ଅଜଗର ଉଦ୍ଧାର, ସଂରକ୍ଷିତ ଜଙ୍ଗଲରେ ପହଞ୍ଚି‌ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବତୀଘର ସେକ୍ସନ ଅଫିସରେ ରଖାଯାଇଥିବା ବେଳେ ଏହାକୁ ଆଜି କଂସାରୀଡିଆ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଜମ୍ବୁ ରେଞ୍ଜର ଶାନ୍ତନୁ ଦଳାଇ ପ୍ରକାଶ କରିଛନ୍ତି | ₹2,100 Crore Approved: ଝାରସୁଗୁଡ଼ା ବିମାନବନ୍ଦରର ବିକାଶ ଲାଗି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୨୧୦୦ କୋଟି: ପ୍ରଦୀପ ପୁରୋହିତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।