Strict Action Against Fertiliser Sellers Aiding Cannabis Cultivation: ଗଞ୍ଜେଇ ଚାଷ ପାଇଁ ସାର ବିକିଲେ ଆକ୍ସନ ହେବ : ଉପମୁଖ୍ୟମନ୍ତ୍ରୀ

Aug 11, 2026 - 15:56
Strict Action Against Fertiliser Sellers Aiding Cannabis Cultivation: ଗଞ୍ଜେଇ ଚାଷ ପାଇଁ ସାର ବିକିଲେ ଆକ୍ସନ ହେବ : ଉପମୁଖ୍ୟମନ୍ତ୍ରୀ

ସାର ଚାଷୀଙ୍କ ପାଇଁ... ଗଞ୍ଜେଇ ଚାଷୀଙ୍କ ପାଇଁ ନୁହେଁ। ଗଞ୍ଜେଇ ଚାଷ ପାଇଁ ସାର ବିକ୍ରି ହେଉଥିବା ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସେ କହିଛନ୍ତି, କିଛି ସାର ଡିଲର ଗଞ୍ଜେଇ ଚାଷ ପାଇଁ ସାର ଯୋଗାଉଥିବା ତଥ୍ୟ ସାମ୍ନାକୁ ଆସିଛି।

ଏଭଳି ଡିଲରଙ୍କ ବିରୋଧରେ ଆକ୍ସନ ନିଆଯାଉଛି ଏବଂ ଆଗକୁ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଦୁର୍ନୀତି ବିରୋଧରେ ଆମ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ରହିଛି । ଦୁର୍ନୀତି କଲେ କଡ଼ା ଆକ୍ସନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ... 

ଗଞ୍ଜେଇ ଚାଷ ପାଇଁ ସାର ବିକିଲେ ଆକ୍ସନ

ସାର ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ
‘ସାର ଚାଷୀଙ୍କ ପାଇଁ, ଗଞ୍ଜେଇ ଚାଷୀଙ୍କ ପାଇଁ ନୁହେଁ’
‘ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ରହିଛି’
‘ଗଞ୍ଜେଇ ଚାଷ ପାଇଁ ସାର ଦିଆଯାଉନି’
‘ଯେଉଁମାନେ ଗଞ୍ଜେଇ ଚାଷ ପାଇଁ ସାର ବିକୁଛନ୍ତି ଆକ୍ସନ ହେବ’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।