Supply Department Conducts Surprise Checks: ଦର ବଢ଼ିଲା, ଗୋଦାମରେ ରେଡ୍; ଷ୍ଟକ୍ ଦେଖି ଅଧିକାରୀ ଚମକିଲେ

Aug 20, 2026 - 18:59
Supply Department Conducts Surprise Checks: ଦର ବଢ଼ିଲା, ଗୋଦାମରେ ରେଡ୍; ଷ୍ଟକ୍ ଦେଖି ଅଧିକାରୀ ଚମକିଲେ

Supply Department Conducts Surprise Checks: ଦର ବଢ଼ିଲା, ଗୋଦାମରେ ରେଡ୍; ଷ୍ଟକ୍ ଦେଖି ଅଧିକାରୀ ଚମକିଲେ

ରାଜଧାନୀରେ ଆଳୁ ଓ ପିଆଜ ଦର ବୃଦ୍ଧି ପରେ ଯୋଗଣ ବିଭାଗ ପକ୍ଷରୁ ରେଡ। ଭୁବନେଶ୍ୱର ଆଇଗିଣିଆ ଆଳୁଗଦି ଥିବା ଆଳୁ, ପିଆଜ ଗୋଦାମ ରେ ଚାଲିଛି ରେଡ । କେତେ ପରିମାଣରେ ପିଆଜ,ଆଳୁ ଅଛି ।

author-image
Manoj Kumar Rout
20 Aug 2026 18:40 IST