Textbook Controversy: ପିଲା ପଢିବେ ନିମ୍ବୁଡା ନିମ୍ବୁଡା, ଇଂରାଜୀ ବହିରେ ରଜଦୋଳୀ ଗୀତ

Jun 28, 2026 - 12:57
Textbook Controversy: ପିଲା ପଢିବେ ନିମ୍ବୁଡା ନିମ୍ବୁଡା, ଇଂରାଜୀ ବହିରେ ରଜଦୋଳୀ ଗୀତ

ଅଷ୍ଟମ ଓ ପଞ୍ଚମ ଶ୍ରେଣୀ ବହିରେ ଭୁଲ ପାଠକୁ ନେଇ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ। ଅଷ୍ଟମ ଶ୍ରେଣୀରେ ଆର୍ଟ ଏଜୁକେସନରେ କୃତୀ ନାମକ ବହିରେ ହିନ୍ଦୀ ଗୀତ ନିମ୍ବୁଡା ନିମ୍ବୁଡା ଗୀତକୁ ସ୍ଥାନ ଦିଆଯାଇଛି। ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

ସେହିପରି ୫ମ ଶ୍ରେଣୀ ଇଂରାଜୀ ବହିରେ ଓଡ଼ିଆ ରଜଦୋଳୀ ଗୀତ ଦିଆଯାଇଛି। ରଜଦୋଳୀ ଗୀତ ବଦଳରେ ଇଂରାଜୀରେ ଗୀତ ଦିଆଯାଇଥିଲେ ଭଲ ହୋଇ ଥାଆନ୍ତା ବୋଲି ଛାତ୍ରଛାତ୍ରୀ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।