Today Panchang 1st November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Nov 01, 2026 - 08:44
Today Panchang 1st November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ ।

ଇଂରାଜୀରେ ତାରିଖ ୦୧ ରବିବାର ।

ଚନ୍ଦ୍ର – କର୍କଟ ଅହୋରାତ୍ର ।

ତିଥି - ୭ମୀ ଦିବା ୦୨.୫୧ ଗତେ ୮ମୀ ।

ଘାତଚନ୍ଦ୍ର - ନାସ୍ତି ।

ଘାତବାର – ମେଷ ରାଶିର ।

ପୁଷ୍କରଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୨.୫୧ ଗତେ ୧ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ- ପ୍ରାତଃ – ୦୬.୩୬ ରୁ ୦୮.୫୨ ଦିବା – ୧୨.୫୪ ରୁ ୦୨.୫୩ ଦିବା – ୦୩.୩୮ ରୁ ୦୩.୪୪ ରାତ୍ରି - ୦୭.୪୧ ରୁ ୦୯.୨୩ ରାତ୍ରି - ୧୧.୫୫ ରୁ ୦୧.୦୫ ରାତ୍ରି – ୦୨.୪୧ ରୁ ୦୫.୫୧ ଅଶୁଭ ସମୟ- ରାହୁକାଳ - ଦିବା ୦୩.୪୪ ରୁ ୦୫.୦୮ କାଳବେଳା - ଦିବା ୧୧.୩୦ ରୁ ୧୨.୫୪ ବାରବେଳା - ଦିବା ୧୦.୦୫ ରୁ ୧୧.୩୦ କାଳରାତ୍ରି – ରାତ୍ରି ୦୧.୦୫ ରୁ ୦୨.୪୧ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।