Today Panchang 22nd Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୨ ଶନିବାର । ଚନ୍ଦ୍ର – ବିଛା ଦିବା ୦୨.୪୯ ଗତେ ଧନୁ । ତିଥି – ୧୦ମୀ ରାତ୍ରି ୦୨.୦୦ ଗତେ ୧୧ଶୀ । ଘାତଚନ୍ଦ୍ର – ଦିବା ୦୨.୪୯ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ –
ଦିବା – ୧୦.୧୫ ରୁ ୦୧.୦୪
ରାତ୍ରି – ୦୮.୨୩ ରୁ ୧୦.୪୧
ରାତ୍ରି – ୧୨.୧୨ ରୁ ୦୧.୪୩
ରାତ୍ରି – ୦୨.୨୯ ରୁ ୦୪.୦୧
ଅଶୁଭ ସମୟ-
ରାହୁକାଳ - ଦିବା ୦୮.୪୦ ରୁ ୧୦.୧୫
କାଳବେଳା - ପ୍ରାତଃ ୦୫.୩୨ ରୁ ୦୭.୦୫ ଓ ଦିବା ୦୪.୩୨ ରୁ ୦୬.୦୬
ବାରବେଳା - ଦିବା ୦୧.୨୩ ରୁ ୦୨.୫୮
କାଳରାତ୍ରି – ସନ୍ଧ୍ୟା ୦୬.୦୬ ରୁ ୦୭.୩୨ ଓ ରାତ୍ରି ୦୪.୦୬ ରୁ ୦୫.୩୨
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।