Today Panchang 8th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ।
ଇଂରାଜୀରେ ତାରିଖ ୦୮ ରବିବାର।
ଚନ୍ଦ୍ର – ତୁଳା ଅହୋରାତ୍ର।
ତିଥି - ୧୪ଶୀ ଦିବା ୧୧.୨୮ ଗତେ ଅମାବାସ୍ୟା।
ଘାତଚନ୍ଦ୍ର - ନାସ୍ତି।
ଘାତବାର – ମେଷ ରାଶିର।
ପୁଷ୍କରଦୋଷ - ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ- ପ୍ରାତଃ - ୦୬.୩୯ ରୁ ୦୮.୫୩ ଦିବା - ୧୨.୫୪ ରୁ ୦୨.୫୧ ଦିବା - ୦୩.୩୬ ରୁ ୦୩.୪୧ ରାତ୍ରି - ୦୭.୩୯ ରୁ ୦୯.୨୨ ରାତ୍ରି - ୧୧.୫୬ ରୁ ୦୧.୦୬ ରାତ୍ରି - ୦୨.୪୨ ରୁ ୦୫.୫୫ ଅଶୁଭ ସମୟ- ରାହୁକାଳ - ଦିବା ୦୩.୪୧ ରୁ ୦୫.୦୫ କାଳବେଳା - ଦିବା ୧୧.୩୦ ରୁ ୧୨.୫୪ ବାରବେଳା - ଦିବା ୧୦.୦୬ ରୁ ୧୧.୩୦ କାଳରାତ୍ରି – ରାତ୍ରି ୦୧.୦୬ ରୁ ୦୨.୪୨ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।