Universities Gear Up For NAAC Renewal: ୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ନିର୍ଦ୍ଦେଶ, ଚିଠି କଲା ଉଚ୍ଚଶିକ୍ଷା ବିଭାଗ
୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ।
ଏନେଇ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଗୁଡିକୁ ଚିଠି କରାଯାଇଛି ।
ସେହି ବିଶ୍ବବିଦ୍ୟାଳୟଗୁଡିକ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟ, ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ ,ଏମ୍ଏସ୍ ଆଇନ ବିଶ୍ୱବିଦ୍ୟାଳୟ ଓ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ।
ସମସ୍ତ ବିଶ୍ବବିଦ୍ୟାଳୟଗୁଡିକୁ ନବୀକରଣ ପାଇଁ ସରକାର ସମସ୍ତ ସହଯୋଗ ଦେବେ ।
Advertisment UGC ସହ ବି ଯୋଗାଯୋଗରେ ଅଛି ଉଚ୍ଚଶିକ୍ଷା ବିଭାଗ ।
ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ନିଯୁକ୍ତି ସରିଛି ।
୧୪ ଶହରୁ ଅଧିକ ପ୍ରାଧ୍ୟାପକ, ସହ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ସାକ୍ଷତକାର ପ୍ରକ୍ରିୟା ଚାଲିଛି।
ଏହା ଦୁଇ ମାସରେ ସରିବ ।
ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ସାକ୍ଷାତକାର ପ୍ରକ୍ରିୟା ସରିଛି ।
NIRF ଓ ଅନ୍ୟ ରାଙ୍କ ହାସଲ ପାଇଁ କାମ ଚାଲିଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।....
NAAC ମାନ୍ୟତା ନବୀକରଣ ନିର୍ଦ୍ଦେଶ ୭ ବିଶ୍ୱବିଦ୍ୟାଳୟର NAAC ମାନ୍ୟତା ନବୀକରଣ ପାଇଁ ନିର୍ଦ୍ଦେଶ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ଖୁବ୍ ଶୀଘ୍ର ନବୀକରଣ କରିବାକୁ ସଂପୃକ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ୭ ବିଶ୍ୱବିଦ୍ୟାଳୟ: ଓଡ଼ିଆ ବିଶ୍ୱବିଦ୍ୟାଳୟ, ମା' ମାଣିକେଶ୍ୱରୀ ବିକ୍ରମ ଦେବ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ ଏମ୍ଏସ୍ ଆଇନ ବିଶ୍ୱବିଦ୍ୟାଳୟ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ନବୀକରଣ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବେ ସରକାର UGC ସହ ବି ଯୋଗାଯୋଗରେ ଅଛି ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟଗୁଡ଼ିକରେ କୁଳପତି ନିଯୁକ୍ତି ସରିଛି ୧୪୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟପକ, ସହ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ସାକ୍ଷତକାର ପ୍ରକ୍ରିୟା ଚାଲିଛି NIRF ଓ ଅନ୍ୟ ରାଙ୍କ ହାସଲ ପାଇଁ କାମ ଚାଲିଛି: ଉଚ୍ଚଶିକ୍ଷା ମନ୍ତ୍ରୀ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।