Weather: ଦୁର୍ଗାପୂଜାରେ ପାଗ ଶୁଖିଲା, ଆଜିଠୁ ବର୍ଷା

Oct 13, 2026 - 03:33
Weather: ଦୁର୍ଗାପୂଜାରେ ପାଗ ଶୁଖିଲା, ଆଜିଠୁ ବର୍ଷା

"ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି।

୧୩ ତାରିଖ ଏହା ଲଘୁଚାପର ରୂପ ନେଇପାରେ।

ଏହାର ପ୍ରଭାବରେ ୧୩ ତାରିଖ ସଂଧ୍ୟା ଅବା ରାତିରୁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ବର୍ଷା ହୋଇପାରେ।

ଅକ୍ଟୋବର ୧୩ରୁ ୧୫ ତାରିଖ ରାତି ପର୍ଯ୍ୟନ୍ତ ପାଗ ଏଭଳି ରହିବ ଓ ବର୍ଷା ହେବ।

କିନ୍ତୁ ୧୬ ତାରିଖରୁ ପାଗ ବଦଳିବ।

ଏଣୁ ପୂର୍ବବର୍ଷ ଭଳି ଚଳିତବର୍ଷ ଦୁର୍ଗାପୂଜାକୁ ବର୍ଷା ଭିଜାଇବାର ଯେଉଁ ସମ୍ଭାବନା ଦେଖାଦେଉଥିଲା, ସେଥିରୁ ଆଶ୍ବସ୍ତି ମିଳିଛି।Advertisment Nabarangpur flood: ୨୦ଦିନରେ ସ୍ବତନ୍ତ୍ର ପ୍ୟାକେଜରେ ବନ୍ୟା କ୍ଷତିପୂରଣ ଦିଅ, ନଚେତ ନବରଂଗପୁର ଜିଲ୍ଲାବନ୍ଦ ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଅକ୍ଟୋବର ୧୩ରେ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଖୋର୍ଦ୍ଧା, କଟକ, ଭଦ୍ରକ, କେନ୍ଦ୍ରାପଡ଼ା ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍‌ମ୍ୟାନ୍‌ ମାସ୍କ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।