When Will Dussehra Be Celebrated? Puri Srimandir to Observe on October 21

Oct 11, 2026 - 17:11
When Will Dussehra Be Celebrated? Puri Srimandir to Observe on October 21

#ପଣ୍ଡିତ_କହିଦେଲେ #କେବେ_ପାଳିବେ_ଦଶହରା ?
ଏବର୍ଷ କେବେ ପାଳନ ହେବ ଦଶହରା ? ୨୦ ନା ୨୧ ତାରିଖ । ଦଶହରା ପାଳନକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ ! ଶ୍ରୀମନ୍ଦିରରେ ଆସନ୍ତା ୨୧ ତାରିଖରେ ପାଳନ ହେବ ଦଶହରା। ମା’ ବିମଳାଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁସାରେ ହେବ ପୂଜାର୍ଚ୍ଚନା । ବିମଳାଙ୍କ ପ୍ରତୀକ କାକୁଡ଼ି ଖାଇ ପୀଠରେ ପାଳିତ ହେବ ଦଶହରା। ଏହି ଦିନ ଆୟୁଧ ପୂଜା ସହ ସୁନାବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ଅନ୍ୟପଟେ ମୃଣ୍ମୟୀ ମୂର୍ତ୍ତି ପୂଜାସ୍ଥଳରେ ଆସନ୍ତା ୨୦ ତାରିଖରେ ପାଳନ ହେବ ଦଶହରା। ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ଉଲ୍ଲେଖ ଥିବାରୁ ସାଧାରଣରେ ଦେଖାଦେଇଛି ଦ୍ୱନ୍ଦ୍ୱ। ତେବେ କେଉଁ ଦିନ ପାଳନ କରାଯିବ ଦଶହରା ? ଆସନ୍ତା ୧୭ତାରିଖରେ ଶ୍ରୀମନ୍ଦିର ସପ୍ତମୀ, ୧୮ତାରିଖରେ ଅଷ୍ଟମୀ ଓ ୧୯ତାରିଖରେ ନବମୀ, ୨୦ତାରିଖରେ ବିଶ୍ରାମ ନୀତି କରାଯିବ । ଏହା ପଛରେ ରହିଛି କି ଭିନ୍ନ ଧାର୍ମିକ ପରମ୍ପରା ଓ ପଞ୍ଜିକା ଗଣନାର କାରଣ ? ଏ ସମ୍ପର୍କରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସହ ଆଲୋଚନା କରିଛନ୍ତି ପୁରୀ ପ୍ରତିନିଧି ମଧୁସୂଦନ ମିଶ୍ର।
#Dussehra#Vijayadashami#PuriSrimandir#MaaBimala#OdishaNews#OdishaCulture#AyudhaPuja#SunaBesha#Dussehra2026#PuriNews#SrimandirRituals#OdishaTV#otv

When will Dussehra be celebrated this year—October 20 or 21? Different dates mentioned in religious almanacs have created confusion among devotees. According to the traditions of Puri Srimandir, Dussehra will be observed on October 21, with rituals performed at Maa Bimala’s shrine. The festival will also be observed at the Kakudikhai shrine, associated with Maa Bimala’s symbolic representation. On the occasion, Ayudha Puja will be performed, and the Chaturdha Murti will be adorned in the Suna Besha (golden attire). Meanwhile, Dussehra will be celebrated on October 20 at sites where clay idols are worshipped. At Srimandir, Saptami will be observed on October 17, Ashtami on October 18, Navami on October 19, followed by the Vishrama Niti (rest ritual) on October 20. Puri correspondent Madhusudan Mishra discusses the differences in religious traditions and almanac calculations with Pandit Suryanarayan Rathasharma to explain the reason behind the differing dates.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।