ସ୍କୁଲ ପିଲାଙ୍କୁ ମିଳିବ ନୂଆ ସ୍କୁଲ ବ୍ୟାଗ

ଭୁବନେଶ୍ୱର : ପିଲାଙ୍କୁ ମିଳିବ ନୂଆ ସ୍କୁଲ ବ୍ୟାଗ । ଶିଶୁ ବାଟିକାରୁ ୩ୟ ଶ୍ରେଣୀ ପିଲାଙ୍କୁ ଯୋଗାଇ ଦିଆଯିବ ବ୍ୟାଗ । ଏଥିପାଇଁ ଓସେପା ପକ୍ଷରୁ କଡା ନିର୍ଦେଶ ରହିଛି । ବ୍ଲକ ସ୍ତରରୁ ଯୋଶୀଙ୍କ ଯୋଗାଇବ ବ୍ୟାଗ । ଶୀଘ୍ର ବଣ୍ଟନ ପାଇଁ ଡିଇଓ ଇବିପିନ ଡିପିସିଙ୍କ ଓସେପା ନିର୍ଦେଶ ଦେଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।