₹30 Lakh Fraud Allegation In House Sale Deal, Accused Arrested In Bhubaneswar
#ଘର_ବିକ୍ରି_ନାଁରେ_୩୦ଲକ୍ଷ_ଠକେଇ
ଭୁବନେଶ୍ୱରରେ ଘର ବିକ୍ରି କରିବା ନାଁରେ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ। ଅଭିଯୁକ୍ତ ମନୋରଞ୍ଜନ ସାହୁଙ୍କୁ ଗିରଫ କଲା ସହିଦ ନଗର ଥାନା ପୋଲିସ। ବେଗୁନିଆ ଥାନା ଅନ୍ତର୍ଗତ ମଣିବନ୍ଧ ଗାଁର ଏକ ଆଶ୍ରମରେ ଚଢ଼ାଉ କରି ଲୁଚିଥିବା ଠକ ମନୋରଞ୍ଜନକୁ କାବୁ କଲା ପୋଲିସ। ଗତ ୨୦୨୨ ମସିହାରେ ଅଭିଯୋଗକାରୀ ଏବଂ ଅଭିଯୁକ୍ତ ମନୋରଞ୍ଜନ ସାହୁଙ୍କ ମଧ୍ୟରେ ଶହୀଦ ନଗର ଅଞ୍ଚଳରେ ଏକ ପ୍ଲଟ୍ ଘରକୁ ବିକ୍ରି କରିବା ନେଜ ନଇ ଏକ ଚୁକ୍ତିନାମା ହୋଇଥିଲା। ଏହି ବାବଦକୁ ଆଡଭାନ୍ସ ଆକାରରେ ଅଭିଯୋଗକାରୀ ବିଭିନ୍ନ ପର୍ଯ୍ୟାୟରେ ଅନଲାଇନ୍ ଏବଂ ନଗଦ ଆକାରରେ ମୋଟ ୩୦ ଲକ୍ଷ ଟଙ୍କା ନେଇଥିଲା । ମାତ୍ର ଟଙ୍କା ନେବା ପରେ ଅଭିଯୁକ୍ତ ଘର ରେଜିଷ୍ଟ୍ରି କରିବାକୁ ମନା କରିଦେଇଥିଲା। ଟଙ୍କା ବି ଫେରାଇନଥିଲା।...
#Bhubaneswar#SaheedNagar#FraudCase#HouseSaleFraud#30LakhFraud#PoliceArrest#OdishaCrime#CrimeNews#OdishaNews#OdishaTV#OTV
Bhubaneswar’s Saheed Nagar Police have arrested Manoranjan Sahu over an alleged ₹30 lakh fraud in the name of selling a house. Police conducted a raid at an ashram in Manibandha village under Begunia Police limits and arrested Sahu, who was allegedly hiding there. As per the complaint, an agreement was made in 2022 for the sale of a house on a plot in the Saheed Nagar area. The complainant allegedly paid ₹30 lakh in cash and online transactions as advance, but the accused later refused to register the house and did not return the money.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।