Balasore Missile Test: ମିସାଇଲ ଟେଷ୍ଟ ପାଇଁ ଗାଁ ଖାଲି, ଚାନ୍ଦିପୁରରୁ ଆଜି ହେବ କ୍ଷେପଣାସ୍ତ୍ର ପରୀକ୍ଷା

Nov 03, 2026 - 12:22
Balasore Missile Test: ମିସାଇଲ ଟେଷ୍ଟ ପାଇଁ ଗାଁ ଖାଲି, ଚାନ୍ଦିପୁରରୁ ଆଜି ହେବ କ୍ଷେପଣାସ୍ତ୍ର ପରୀକ୍ଷା

ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଆଜି ହେବ କ୍ଷେପଣାସ୍ତ୍ର ପରୀକ୍ଷା।

ଲଞ୍ଚ କମ୍ପ୍ଲେକ୍ସ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର।

ବିଭିନ୍ନ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ଅସ୍ଥାୟୀ ଶିବିର ଭାବରେ ଚିହ୍ନଟ କରାଯାଇଛି।

Advertisment ପାଖାପାଖି ୨୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତରିତ କରାଯାଇଛି।

ଡିଆରଡିଓର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲୋକମାନେ ଅସ୍ଥାୟୀ ଶିବିରରେ ରହିବେ।

ସ୍ଥାନାନ୍ତର କରାଯାଇଥିବା ଲୋକଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।