Death: ବିସିଇଟିରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
"ସୋର: ବିସିଇଟିରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କାରଣ ଅସ୍ପଷ୍ଟ।
ଛାତ୍ରୀ ଜଣଙ୍କ ଘର ସୋର ଥାନା ଗୋପୀନାଥପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଛାତ୍ରୀ ଜଣଙ୍କ ବିସିଇଟିରେ ଦ୍ଵିତୀୟ ବର୍ଷର ଛାତ୍ରୀ ଅଟନ୍ତି।
Advertisment ପୁଲିସକୁ ଖବର ଦେଇଥିଲେ ଆଜି ରାତିରେ ଶୋଇବା ଘର ଫ୍ୟାନରେ ଆପ୍ରୋନ ସାହାଯ୍ୟରେ ଝୁଲିପଡିଥିଲେ।
ଅନ୍ୟମାନେ ଏହା ଦେଖି ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ପୁଲିସକୁ ଖବର ଦେଇଥିଲେ।
ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି।
Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।