Death: ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣା: ପ୍ରବାସୀ ଶ୍ରମିକ ମୃତ

Aug 29, 2026 - 12:57
Death: ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣା: ପ୍ରବାସୀ ଶ୍ରମିକ ମୃତ

"ପାରଳାଖେମୁଣ୍ଡି: ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣାରେ ଗଜପତି ଜିଲ୍ଲାର ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ମୃତକ ହେଲେ ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତର ତିଲିକର ଗ୍ରାମର ବାୟସ ରଇତା।Advertisment ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ସୂଚନା ଅନୁଯାୟୀ, ବାୟସ ରଇତା ଜୀବିକା ନିମନ୍ତେ ହାଇଦ୍ରାବାଦରେ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିଲେ।

ତେବେ ରାସ୍ତାରେ ଯାଉଥିବା ବେଳେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ।

ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଏହି ଘଟଣାରେ ତିଲିକର ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୃତଦେହ ଗାଁକୁ ଆଣିବା ନେଇ ପରିବାର ଲୋକେ ପଦକ୍ଷେପ ନେଉଥିବା ଜଣାପଡ଼ିଛି।

Cyber ​​Police: ସାଇବର ଅପରାଧ ବିରୋଧରେ ପୁରୀ ସାଇବର ଥାନାର ସଫଳତା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।