DGP Directs STF to Register Case: ଓରାଙ୍ଗଉଟାନ ଉଦ୍ଧାର ଘଟଣା, ବିଧିବଦ୍ଧ ମାମଲା ରୁଜୁ ପାଇଁ STFକୁ ଡିଜିପିଙ୍କ ନିର୍ଦ୍ଦେଶ
ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଖୁବଶୀଘ୍ର ଆକ୍ସନ। ୫ଟି ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ବିଧିବଦ୍ଧ ମାମଲା ରୁଜୁ ପାଇଁ STFକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ବିନୟତୋଷ ମିଶ୍ର। STFର ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଡିଜିପି । ଖୁବଶୀଘ୍ର ଆକ୍ସନ ନିଆଯିବା ସହ ୭ରୁ ୮ ଦିନ ମଧ୍ୟରେ ମାମଲାର ପ୍ରଗତି ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି।
ତେବେ କେଉଁ ରୁଟ୍ ଦେଇ ଓରାଙ୍ଗଉଟାନମାନଙ୍କୁ ଅଣାଯାଇଥିଲା, କିଏ ଆଣିଥିଲା ଏବଂ ଏହା ପଛରେ ଉଦ୍ଦେଶ୍ୟ କଣ, ସେନେଇ ଖୋଳତାଡ଼ ଜାରି ରଖିଛି STF।
ଖୁବଶୀଘ୍ର ଆକ୍ସନ- ଡିଜିପି
୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ
ବିଧିବଦ୍ଧ ମାମଲା ରୁଜୁ ପାଇଁ STFକୁ ଡିଜିପିଙ୍କ ନିର୍ଦ୍ଦେଶ
'STF ତଦନ୍ତ ପରେ ସବୁ ସ୍ପଷ୍ଟ ହେବ, ଖୁବଶୀଘ୍ର ଆକ୍ସନ ନିଆଯିବ'
'୭/୮ ଦିନ ମଧ୍ୟରେ ମାମଲାର ପ୍ରଗତି ଦେଖିବାକୁ ମିଳିବ'
'କେଉଁ ରୁଟ୍ ରେ, କିଏ ଆଣିଥିଲା, ଉଦ୍ଦେଶ୍ୟ କଣ ଖୋଳତାଡ଼ ଚାଲିଛି'
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।