ED Raids Accused's House For 17 Hours:୧୨୨ କୋଟି ଠକେଇ ମାମଲାରେ ରେଡ୍, ଘରୁ ମିଳିଲା ହାତୀଦାନ୍ତ

Nov 05, 2026 - 12:41
ED Raids Accused's House For 17 Hours:୧୨୨ କୋଟି ଠକେଇ ମାମଲାରେ ରେଡ୍, ଘରୁ ମିଳିଲା ହାତୀଦାନ୍ତ

୧୭ ଘଣ୍ଟା ଘାଣ୍ଟିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ହେଲେ ଗିରଫ କରିଲା ବନ ବିଭାଗ।

୧୨୨ କୋଟି ଠକେଇ ମାମଲରେ ଉଦଳାରେ ଚଢାଉ କରିଥିଲା ଇଡି।

କପ୍ତିପଦା ଥାନା ବିଶୋଳ ଗାଁର ଈଶ୍ୱର ବିନ୍ଧାଣୀଙ୍କ ଘରେ ଚଢାଉ ବେଳେ ମିଳିଥିଲା ହରିଣ ଶିଙ୍ଘ, ହାତୀ ଦାନ୍ତ।

ଇଡିର ରେଡ ଜାରି ଥିବା ବେଳେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରିବା ପରେ ଈଶ୍ୱର ବିନ୍ଧାଣୀଙ୍କୁ ଗିରଫ କରିଛି।

Advertisment ହରିଣ ଶିଙ୍ଘ ଓ ହାତୀ ଦାନ୍ତକୁ ଜବତ କରିଛି।

ସେପଟେ ଇଡି ଇଶ୍ବରଙ୍କ ଘରୁ ଜମିପଟ୍ଟା, ଅଳଙ୍କାର ସହ ବ୍ୟାଙ୍କ ପାସବୁକ ଜବତ କରିଛି।

ଘାଣ୍ଟିଲା ଇଡି; ଗିରଫ କଲା ବନ ବିଭାଗ କପ୍ତିପଦା ଥାନା ବିଶୋଳ ଗାଁରେ ଇଡି ରେଡ୍ ପରେ ବଡ଼ ଟ୍ୱିଷ୍ଟ୍ ଇଶ୍ୱର ବିନ୍ଧାଣୀକୁ ୧୭ ଘଣ୍ଟା ଘାଣ୍ଟିଲା ଇଡି ଇଡି ରେଡ ଚାଲିଥିବା ବେଳେ ଇଶ୍ୱରଙ୍କୁ ବାନ୍ଧିଲା ବନ ବିଭାଗ ବେଆଇନ ବନ୍ୟ ପ୍ରାଣୀ ଶିଙ୍ଘ ଓ ଦାନ୍ତ ରଖିବା ଅଭିଯୋଗରେ ଗିରଫ ୧୨୨ କୋଟି ଠକେଇ ମାମଲାରେ ରେଡ୍ କରିଥିଲା ଇଡି ରେଡ୍ ବେଳେ ଇଡି ନଜରକୁ ଆସିଥିଲା ହରିଣ ଶିଙ୍ଘ, ହାତୀ ଦାନ୍ତ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।