Global Praise for Pilot Smit Machhar, But Why Is Rahul Gandhi Silent?
#ବିଶ୍ବରୁ_ପ୍ରଶଂସା_ରାହୁଲ_ଚୁପ୍
ସାହସୀ ପାଇଲଟ୍ ସ୍ମିତ ମଚ୍ଛରଙ୍କ ବୀରତ୍ୱକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ନିଜ ଜୀବନକୁ ବାଜି ଲଗାଇ ୧୭୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କ ସାହସିକ ପ୍ରୟାସକୁ ପ୍ରଶଂସା କରୁଛନ୍ତି ବିଶିଷ୍ଟ ବ୍ୟକ୍ତିତ୍ୱ । ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ନେତାଙ୍କ ପର୍ଯ୍ୟନ୍ତ, ସମସ୍ତେ ସ୍ମିତଙ୍କ ସାହସକୁ ସଲାମ କରୁଛନ୍ତି । ହେଲେ ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । କାହିଁକି ସ୍ମିତଙ୍କ ବୀରତ୍ୱ ଉପରେ ମତ ରଖିନାହାନ୍ତି ରାହୁଲ? ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ବୟାନବାଜି । ତେବେ ଜଣେ ପାଇଲଟ୍ ଙ୍କ ସାହସିକତା କାହିଁକି ରାଜନୈତିକ ବିବାଦର ପ୍ରସଙ୍ଗ ପାଲଟିଛି?
Brave pilot Smit Machhar is receiving widespread appreciation for his courageous efforts to save the lives of over 170 passengers. From Prime Minister Narendra Modi to international leaders, several prominent personalities have praised his bravery. However, the BJP has questioned Congress leader Rahul Gandhi's silence on the issue, triggering a political war of words between the BJP and Congress. Why has a pilot's courage become a political controversy? Watch the full report for details.
#SmitMachhar#RahulGandhi#BJP#Congress#PilotHeroism#IndianPilot#BreakingNews#PoliticalControversy#IndiaNews#NationalNews#OdishaNews#OdishaTV#OTV#news_room_2_o
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।