Heartwarming Diwali Celebration: ମିଠା ଓ ବାଣ ନେଇ ଆଶ୍ରମରେ ପହଞ୍ଚିଲେ ସମାଜସେବୀ; କୁନି କୁନି ପିଲାଙ୍କ ମୁହଁରେ ଫୁଟାଇଲେ ହସ

Nov 08, 2026 - 19:04
Heartwarming Diwali Celebration: ମିଠା ଓ ବାଣ ନେଇ ଆଶ୍ରମରେ ପହଞ୍ଚିଲେ ସମାଜସେବୀ; କୁନି କୁନି ପିଲାଙ୍କ ମୁହଁରେ ଫୁଟାଇଲେ ହସ

ଦୀପାବଳିରେ ମାନବିକତାର ମହକ।

ଅନାଥ ଆଶ୍ରମର ୪୬ ଜଣ କୁନି କୁନି ଶିଶୁଙ୍କ ସହ ଖୁସି ବାଣ୍ଟିଲେ ଉମରକୋଟର କିଛି ସହୃଦୟ ବ୍ୟକ୍ତି।

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସରଗୁଲିସ୍ଥିତ ରାଇ ରାମଦାସ ସେବାଶ୍ରମରେ ଦେଖିବାକୁ ମିଳିଥିଲା ଏଭଳି ନିଆରା ଦୃଶ୍ୟ।

ପିଲାଙ୍କ ପାଇଁ ବାଣ, ମିଠା ଓ ଅନେକ ଉପହାର ନେଇ ପହଞ୍ଚିଥିଲେ ସମାଜସେବୀ।

Advertisment ପିଲାଙ୍କ ସହ ମିଶି ବାଣ ଫୁଟାଇବା ସହ ହସଖୁସିରେ ପାଳିଥିଲେ ଆଲୋକର ପର୍ବ।

ନିଜ ପରିବାରଠାରୁ ଦୂରରେ ରହୁଥିବା କୁନି କୁନି ପିଲାଙ୍କ ମୁହଁରେ ଫୁଟିଥିଲା ଖୁସିର ହସ।

ଅନାଥ ଆଶ୍ରମର ଦୀପାବଳି ପାଳନ କୁନି କୁନି ପିଲାଙ୍କ ମୁହଁରେ ଫୁଟାଇଲେ ହସ ମିଠା ଓ ବାଣ ନେଇ ଆଶ୍ରମରେ ପହଞ୍ଚିଲେ ସମାଜସେବୀ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।