Mamata–Suvendu Controversy : “ଘରୁ ବାହାର କରି ଦେବେନି”

Aug 27, 2026 - 10:56
Mamata–Suvendu Controversy : “ଘରୁ  ବାହାର କରି ଦେବେନି”

"ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ବିବାଦ।

ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ବଢ଼ୁଛି ତିକ୍ତତା।

ଏବେ ଶୁଭେନ୍ଦୁ ଅଧିକାରୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ।

ସୋସିଆଲ ମିଡିଆ ଏକ୍ସରେ ଶୁଭେନ୍ଦୁଙ୍କ ଏକ ଭିଡିଓ ସେୟାର କରି ତାଙ୍କ ବୟାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମମତା।

ସେ କହିଛନ୍ତି ସରକାରୀ କାର୍ଯ୍ୟାଳୟରେ ବସି ଶୁଭେନ୍ଦୁ ତାଙ୍କୁ ଖୁଲମଖୁଲା ଧମକ ଦେଉଛନ୍ତି।

ଏପରିକି ତାଙ୍କୁ ଘରୁ ବାହାର କରିଦେବେନି ବୋଲି କହୁଥିବା ଅଭିଯୋଗ କରିଛନ୍ତି ମମତା।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।