Tensions Escalate in Kotia: କୋଟିଆରେ ୭ ପ୍ଲାଟୁନ୍ ଫୋର୍ସ ମୁତୟନ, ତିନି ଚେକ୍ଗେଟ୍ରେ କଡ଼ା ପହରା
କୋଟିଆରେ ପୁଣି ଓଡ଼ିଶା ଆନ୍ଧ୍ର ପୋଲିସ ମୁହାଁମୁହିଁ।
ଆନ୍ଧ୍ର ପୋଲିସ ଧସେଇ ପଶିବାକୁ ଉଦ୍ୟମ ବେଳେ ଅଟକାଇବାରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।
ନେରେଡିବାଲସା ଚେକ୍ ପୋଷ୍ଟରେ କଥା କଟାକଟି ସହ ଉତ୍ତେଜନା ଦେଖାଦେଇଛି।
କୋରାପୁଟ ଉପଜିଲ୍ଲାପାଳ, ପଟାଙ୍ଗୀ ତହସିଲଦାରଙ୍କ ସହ ବି ଆନ୍ଧ୍ର ପୋଲିସର ଯୁକ୍ତିତର୍କ ହୋଇଥିଲା।
କାଲି ଆନ୍ଧ୍ରର ରାସନ ଚାଉଳ ବୋଝେଇ ଟ୍ରକକୁ ଅଟକାଇଥିଲା ଓଡ଼ିଶା ପୋଲିସ।
ଆସନ୍ତା ୫ ତାରିଖରେ ଆନ୍ଧ୍ରପ୍ରଦେଶରେ ପଂଚାୟତ ନିର୍ବାଚନ ପାଇଁ କୋଟିଆରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।
Advertisment କୋଟିଆରେ ମୁତୟନ ହୋଇଛନ୍ତି ୭ ପ୍ଲାଟୁନ ପୋଲିସ ଫୋର୍ସ।
ତିନିଟି ଚେକ୍ ଗେଟ୍ ଉପରେ ୨୪ ଘଣ୍ଟିଆ ନଜର ରଖିଛନ୍ତି।
୯ ଜଣ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଦାୟିତ୍ୱ ଦିଆଯାଇଛି।
ରୋଟେସନ୍ ଭିତ୍ତିରେ ଏମାନେ ସ୍ଥିତି ଉପରେ ନଜର ରଖିବେ।
ନେରେଡ଼ିବାଲସା, ଫାଟୁସିନେରୀ ଓ ଫଗୁଣ ସିନେରୀ ମେଡିକାଲ୍ କ୍ୟାମ୍ପ ଓ ଜନ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି।
କୋଟିଆରେ ପୁଣି ଓଡ଼ିଶା ପୋଲିସ ସହ ଆନ୍ଧ୍ର ପୋଲିସ ମୁହାଁମୁହିଁ ଆନ୍ଧ୍ର ପୋଲିସ ଧସେଇ ପଶିବାକୁ ଉଦ୍ୟମ ବେଳେ ଅଟକାଇବାରୁ ମୁହାଁମୁହିଁ ନେରେଡିବାଲସା ଚେକ୍ ପୋଷ୍ଟରେ କଥା କଟାକଟି, ଉତ୍ତେଜନା କୋରାପୁଟ ଉପଜିଲ୍ଲାପାଳ, ପଟାଙ୍ଗୀ ତହସିଲଦାରଙ୍କ ସହ ବି ଆନ୍ଧ୍ର ପୋଲିସର ଯୁକ୍ତିତର୍କ କାଲି ଆନ୍ଧ୍ରର ରାସନ ଚାଉଳ ବୋଝେଇ ଟ୍ରକକୁ ଅଟକାଇଥିଲା ଓଡ଼ିଶା Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।