Today Panchang 1st Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 01, 2026 - 08:24
Today Panchang 1st Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୦୧ ମଙ୍ଗଳବାର। ଚନ୍ଦ୍ର – ମେଷ ଅହୋରାତ୍ର। ତିଥି – ୪ର୍ଥୀ ପ୍ରାତଃ ୦୭.୪୨ ଗତେ ୫ମୀ। ଘାତଚନ୍ଦ୍ର – ମେଷ ରାଶିର ଅହୋରାତ୍ର। ଘାତବାର – ମକର ରାଶିର। ପୁଷ୍କରଦୋଷ – ୧ପାଦ
ଶୁଭ ସମୟ –
ଦିବା – ୦୮.୪୦ ରୁ ୧୦.୩୨
ଦିବା – ୦୧.୦୦ ରୁ ୦୧.୧୯
ଦିବା – ୦୪.୨୫ ରୁ ୦୫.୦୮
ସନ୍ଧ୍ୟା – ୦୫.୫୮ ରୁ ୦୬.୪୪
ରାତ୍ରି – ୦୯.୦୪ ରୁ ୧୧.୨୩
ରାତ୍ରି – ୦୧.୪୨ ରୁ ୦୩.୧୫
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୫୨ ରୁ ୦୪.୨୫
କାଳବେଳା - ଦିବା ୦୧.୧୯ ରୁ ୦୨.୫୨
ବାରବେଳା - ପ୍ରାତଃ ୦୭.୦୭ ରୁ ୦୮.୪୦
କାଳରାତ୍ରି – ସନ୍ଧ୍ୟା ୦୭.୨୫ ରୁ ୦୮.୫୨

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।