Today Panchang 21th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Oct 21, 2026 - 09:38
Today Panchang 21th October 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୧ ବୁଧବାର ।
ଚନ୍ଦ୍ର – ମକର ପ୍ରାତଃ ୦୬.୫୯ ଗତେ କୁମ୍ଭ
ତିଥି – ୧୦ମୀ ଦିବା ୦୨.୧୨ ଗତେ ୧୧ଶୀ
ଘାତଚନ୍ଦ୍ର – ସିଂହ ରାଶିର,ପ୍ରାତଃ ୦୬.୫୯ ଗତେ ମିଥୁନ ଓ ମୀନ ରାଶିର
ଘାତବାର – କର୍କଟ ରାଶିର
ପୁଷ୍କରଦୋଷ – ନାସ୍ତି 

ଶୁଭ ସମୟ-

ପ୍ରାତଃ – ୦୫.୪୬ ରୁ ୦୮.୦୪
ଦିବା – ୧୦.୨୨ ରୁ ୧୧.୩୧
ଦିବା – ୦୧.୨୫ ରୁ ୦୩.୪୩
ସନ୍ଧ୍ୟା – ୦୬.୦୫ ରୁ ୦୬.୫୫
ରାତ୍ରି – ୦୮.୩୬ ରୁ ୦୨.୩୯
ରାତ୍ରି – ୦୪.୧୩ ରୁ ୦୫.୪୭

ଅଶୁଭ ସମୟ-

ରାହୁକାଳ - ଦିବା ୧୧.୩୧ ରୁ ୧୨.୫୭ 
କାଳବେଳା - ଦିବା ୦୮.୩୯ ରୁ ୧୦.୦୫
ବାରବେଳା - ଦିବା ୧୧.୩୧ ରୁ ୧୨.୫୭
କାଳରାତ୍ରି – ରାତ୍ରି ୦୨.୩୯ ରୁ ୦୪.୧୩

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।