Today Panchang 5th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ।
ଇଂରାଜୀରେ ତାରିଖ ୦୫ ଗୁରୁବାର।
ଚନ୍ଦ୍ର – ସିଂହ ଦିବା ୦୯.୩୫ ଗତେ କନ୍ୟା।
ତିଥି - ୧୧ଶୀ ଦିବା ୧୦.୩୫ ଗତେ ୧୨ଶୀ।
ଘାତଚନ୍ଦ୍ର - କର୍କଟ ଓ ମକର ରାଶିର, ଦିବା ୦୯.୩୫ ଗତେ ବୃଷ ରାଶିର।
ଘାତବାର – ତୁଳା ଓ କୁମ୍ଭ ରାଶିର।
ପୁଷ୍କରଦୋଷ - ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୦.୩୫ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୫୬ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଶୁଭ ସମୟ- ପ୍ରାତଃ – ୦୫.୫୩ ରୁ ୦୭.୨୩ ସନ୍ଧ୍ୟା - ୦୫.୫୮ ରୁ ୦୯.୨୨ ରାତ୍ରି - ୦୧.୦୬ ରୁ ୦୩.୨୦ ରାତ୍ରି - ୦୪.୧୧ ରୁ ୦୫.୫୩ ଅଶୁଭ ସମୟ- ରାହୁକାଳ - ଦିବା ୧୨.୫୪ ରୁ ୦୨.୧୮ କାଳବେଳା - ଦିବା ୦୨.୧୮ ରୁ ୦୩.୪୨ ବାରବେଳା - ଦିବା ୦୩.୪୨ ରୁ ୦୫.୦୬ କାଳରାତ୍ରି – ରାତ୍ରି ୧୧.୩୦ ରୁ ୦୧.୦୬ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।