Vigilance Action in Sundargarh: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଲାଠିକଟା ତହସିଲଦାର, ୫ ଲକ୍ଷ ଟଙ୍କା ନେଇ କାରରେ ଯାଉଥିଲେ

Aug 21, 2026 - 11:00
Vigilance Action in Sundargarh: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଲାଠିକଟା ତହସିଲଦାର, ୫ ଲକ୍ଷ ଟଙ୍କା ନେଇ କାରରେ ଯାଉଥିଲେ

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଲାଠିକଟା ତହସିଲଦାର। ୫ ଲକ୍ଷ ଟଙ୍କା ନେଇ କାରରେ ଯାଉଥିବା ବେଳେ ତହସିଲଦାର-କମ୍ -ସବ୍ ରେଜିଷ୍ଟ୍ରାର ମୁରଲୀଧର ଉର୍ମଳଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଲାଠିକଟା ଅଫିସ୍ ରୁ ରାଉରକେଲା ଆସିବା ବାଟରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍ କାର୍ ସହ ୫ ଲକ୍ଷ ଟଙ୍କା ଜବତ କରିଛି। ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍ ହୋଇଛି।...

ଭିଜିଲାନ୍ସ ଜାଲରେ ତହସିଲଦାର
ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଲାଠିକଟା ତହସିଲଦାର
ତହସିଲଦାର-କମ୍ ସବରେଜିଷ୍ଟ୍ରାର ମୁରଲୀଧର ଉର୍ମଳ ଧରାପଡ଼ିଲେ
୫ ଲକ୍ଷ ଟଙ୍କା ନେଇ ଆସିଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ 
ଲାଠିକଟା ଅଫିସ୍ ରୁ ରାଉରକେଲା ଆସିବା ବାଟରେ ଧରାପଡ଼ିଲେ
କାର୍ ସହ ୫ଲକ୍ଷ ଟଙ୍କା ଜବତ କରି ଭିଜିଲାନ୍ସ ଟିମ୍ ର ଛାନଭିନ୍ 
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।