Woman Delivers Baby At Shelter: ଜଳବନ୍ଦୀ ଗାଁରେ ଆଶ୍ରୟସ୍ଥଳୀ ପାଲଟିଲା ପ୍ରସୂତି ଗୃହ, ଶିଶୁ ଜନ୍ମ ପରେ ଉଦ୍ଧାର ହେଲେ ମା’ ଓ ଶିଶୁ

Sep 28, 2026 - 16:11
Woman Delivers Baby At Shelter: ଜଳବନ୍ଦୀ ଗାଁରେ ଆଶ୍ରୟସ୍ଥଳୀ ପାଲଟିଲା ପ୍ରସୂତି ଗୃହ, ଶିଶୁ ଜନ୍ମ ପରେ ଉଦ୍ଧାର ହେଲେ ମା’ ଓ ଶିଶୁ

ଜଳବନ୍ଦୀ ଗାଁରେ ଆଶ୍ରୟସ୍ଥଳୀ ପାଲଟିଲା ପ୍ରସୂତି ଗୃହ। ବାତ୍ୟା ଆଶ୍ରୟସ୍ଥଳୀରେ ଜନ୍ମ ନେଲା ଶିଶୁ। ବାଲେଶ୍ୱର ଛାନୁଆ ପଞ୍ଚାୟତର ସାନ ଗୋବରା ଗାଁର ବାତ୍ୟା ଆଶ୍ରୟସ୍ଥଳୀରେ ଆଜି ସକାଳେ ଏକ ଶିଶୁ ଜନ୍ମ ନେଇଛି। ଗାଁରେ ଜଳବନ୍ଦୀ ପରିସ୍ଥିତି ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା। ଶେଷରେ ଆଶ୍ରୟସ୍ଥଳୀରେ ହିଁ ଶିଶୁକୁ ଜନ୍ମ ଦେଇଥିଲେ ମହିଳା।

ଶିଶୁ ଜନ୍ମ ହେବା ପରେ ଓଡ୍ରାଫ୍ ଟିମ୍ ପହଞ୍ଚି ଉଭୟ ମା’ ଓ ନବଜାତ ଶିଶୁଙ୍କୁ ଉଦ୍ଧାର କରିଥିଲା। ପରେ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ...

ବନ୍ୟା ଘେରରେ ଜନ୍ମ ନେଲା ନୂଆ ଜୀବନ
ବାତ୍ୟା ଆଶ୍ରୟସ୍ଥଳୀରେ ଜନ୍ମ ନେଲା ଶିଶୁ
ଓଡ଼୍ରାଫ୍ ଦ୍ୱାରା ଉଭୟ ମା ଓ ଶିଶୁଙ୍କୁ ଉଦ୍ଧାର
ପହଞ୍ଚି ପାରିଲାନାହିଁ ଆମ୍ୱୁଲାନ୍ସ ଆଶ୍ରୟସ୍ଥଳୀରେ ହେଲା ପ୍ରସବ
ଜଳବନ୍ଦୀ ଗାଁରେ ଆଶ୍ରୟସ୍ଥଳୀ ପାଲଟିଲା ପ୍ରସୂତି ଗୃହ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।