Youth Drowns: ପୋଖରୀରେ ବୁଡ଼ି ଯୁବକ ମୃତ
"ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା, ସାଆନ୍ଦା ହାଟ ପାଖ ବଡ଼ ବନ୍ଧରେ ବୁଡ଼ି ଯୁବକ ମୃତ l ସାଆନ୍ଦା ଗ୍ରାମର ସମୀର ମହାରଣା (୩୫) ଗତକାଲି ସନ୍ଧ୍ୟାରେ ଶୌଚ ହେବାକୁ ଯାଇ ଆଉ ଫେରି ନଥିଲେ l Advertisment ଦୂରରେ ଭାସୁଥିଲା ସମୀରଙ୍କ ଶବ ଆଜି ସକାଳେ ଲୋକେ ଘର ପାଖ ବଡ଼ ପୋଖରୀ ତୁଠରେ ତାଙ୍କ ଚପଲ ଥିବା ଦେଖିଥିଲେ l ପୋଖରୀରେ କିଛି ଦୂରରେ ସମୀରଙ୍କ ଶବ ଭାସୁଥିବା ଦେଖିଥିଲେ l ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପୁଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଶବ ଉଦ୍ଧାର କରିଥିଲେ l ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।