ଚିନ୍ତାରେ ଅନିଲ ଅମ୍ବାନୀ
"ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡ଼ୁଆ।
ଏଲଆଇସିର ଅଭିଯୋଗକୁ ଆଧାର କରି ଏବେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ସିବିଆଇ।
ରିଲାଏନ୍ସ କ୍ୟାପିଟାଲ ଲିମିଟେଡ୍, ଏହାର ପୂର୍ବତନ ଅଧ୍ୟକ୍ଷ ଅନିଲ ଡି.
ଅମ୍ବାନୀ, ପୂର୍ବତନ ଗ୍ରୁପ୍ ମ୍ୟାନେଜିଂ ଡାଇରେକ୍ଟର ସତୀଶ ସେଠ୍, କିଛି ଅଜଣା ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କ ବିରୋଧରେ ଏହି ଏଫଆଇଆର ରୁଜୁ କରିଛି ସିବିଆଇ।
Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।